Browsing Tag

#millets

ପୁଷ୍ଟିଶସ୍ୟ ବିହନ କେନ୍ଦ୍ର ଦେଉଛି ରୋଜଗାର

କୋରାପୁଟ, ମାଲକାନଗିରି, ରାୟଗଡ଼ା ଗଜପତି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଭଳି ବର୍ତ୍ତମାନ ରାଜ୍ୟର ୧୫ଟି ଜିଲ୍ଲାର ୮୪ଟି ବ୍ଲକରେ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକାରୀ ହେଉଛି। ଏହା ଅଧୀନରେ ମାଣ୍ଡିଆର ଚାଷଠାରୁ ଆରମ୍ଭ କରି ଅମଳ ଓ ବିକ୍ରି ପର୍ଯ୍ୟନ୍ତ
Read More...

ମିଶନ ଶକ୍ତି ସହାୟତାରେ ମିଲେଟ ଜାତୀୟ ଖାଦ୍ୟ ଉତ୍ପାଦନ ଓ ମୂଲ୍ୟ ବୃଦ୍ଧି

ମିଶନ ଶକ୍ତି ପୂର୍ବ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏକ ଯୋଜନା, ଯେଉଁଥିରୁ ଲକ୍ଷ ଲକ୍ଷ ମହିଳାମାନେ ଉପକୃତ ହେଉଥିଲେ। ମିଶନ ଶକ୍ତି ମହିଳାମାନଙ୍କୁ ପାରିଶ୍ରମିକ ଭାବେ ସ୍ବଳ୍ପ ଅର୍ଥ ପ୍ରଦାନ କରାଯାଉଥିଲା। ମିଶନ ଶକ୍ତିର ମହିଳାମାନଙ୍କୁ ପେନ୍‌ସନ୍‌ ଭତ୍ତା ଲାଗୁ କରିବା ପାଇଁ
Read More...

ମାଣ୍ଡିଆ ଚୁନା ଦ୍ଵାରା ଲାଭବାନ ହେଉଛନ୍ତି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ

ଶ୍ରୀ ଅନ୍ନ ଅଭିଯାନ ତରଫରୁ ପଲ୍ଭାରାଇସର ବ୍ୟବହାର ଉପରେ ପ୍ରଶିକ୍ଷଣ ପାଇବା ପରେ ସଦସ୍ୟାମାନେ ମାଣ୍ଡିଆ ଚୁନା କରି ପ୍ୟାକେଟ ମାଧ୍ୟମରେ ବିକ୍ରି କରିପାରୁଛନ୍ତି। ଯାହାଦ୍ୱାରା ଗାଁର ଲୋକେ ସୁବିଧା ପାଇବା ସହ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଦୁଇ ପଇସା ରୋଜଗାର
Read More...

ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ମାଣ୍ଡିଆ ପୋଟଳି ପିଠାର ସ୍ୱତନ୍ତ୍ରତା

ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ପୋଟଳି ପିଠାର ସ୍ୱତନ୍ତ୍ରତା ବେଶ୍ ନିଆରା। ଓଡ଼ିଆ ଘରର ପାରମ୍ପରିକ ପିଠା ମଧ୍ୟରେ ପୋଟଳି ପିଠା ଅନ୍ୟତମ, ଯାହାକି ବିଭିନ୍ନ ପର୍ବପର୍ବାଣୀରେ ପ୍ରସ୍ତୁତ କରାଯାଇଥାଏ। କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ଏହି ପିଠାକୁ
Read More...

ପୁଣିଥରେ ଜାତୀୟ ମଞ୍ଚରେ ଚମକିବେ ଓଡ଼ିଶାର ମାଣ୍ଡିଆ ରାଣୀ

ମାଣ୍ଡିଆ ପୂର୍ବରୁ କେବଳ ଆଦିବାସୀ ମାନଙ୍କ ଖାଦ୍ୟ ଥିଲା କିନ୍ତୁ ଏବେ ଏହା ବିଶ୍ୱ ବଜାରରେ ବେଶ୍ ପରିଚିତ । ଏହି ମାଣ୍ଡିଆ ଚାଷ ଯୋଗୁଁ ଚାଷୀ ବେଶ୍ ଆତ୍ମ ନିର୍ଭରଶୀଳ ହୋଇପାରୁଛି। ଦିନ ଥିଲା ଅଞ୍ଚଳର ଚାଷୀ ମାନେ ନିଜେ ଖାଇବାକୁ ଅଳ୍ପ ଅଳ୍ପ ମାଣ୍ଡିଆ ଚାଷ କରୁଥିଲେ ଯାହା ବଳୁଥିଲା
Read More...

ସଫଳ ମାଣ୍ଡିଆ ଚାଷୀ ଭକ୍ତି ହରିଜନଙ୍କ ସଫଳତା

ରାଜ୍ୟ ସରକାର ଓଡିଶା ମିଲେଟ୍‌ ମିଶନ ଏବଂ ଶ୍ରୀ ଅନ୍ନ ଅଭିଯାନ ଜରିଆରେ ମାଣ୍ଡିଆ ଚାଷକୁ ଅଗ୍ରାଧିକାର ଦେଇ ଆସୁଛନ୍ତି। ଏହାକୁ ଲକ୍ଷ୍ୟ କରି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ପଦ୍ମଥପା ଗାଁ'ର ଭକ୍ତି ହରିଜନ ଜଣେ ସଫଳ ଚାଷୀ ଭାବେ ପରିଗଣିତ ହୋଇଛନ୍ତି। ତାଙ୍କୁ ଖୁବ୍ କମ୍ ବୟସ
Read More...

ଶ୍ରୀ ଅନ୍ନ ଅଭିଯାନ ଓ ମିଶନ ଶକ୍ତିର ମିଳିତ ଉଦ୍ୟମରେ ଏକ ନୂତନ ସଫଳତା

ମିଲେଟ୍ ଏକ ପୁଷ୍ଟିଶସ୍ୟ ଭାବେ ପରିଚିତ, ଏହା ଓଡ଼ିଶାରେ ବେଶ ଆଦରଣୀୟ ହୋଇପାରିଛି। ପୁଷ୍ଟିଶସ୍ୟ ବା ମିଲେଟର ପ୍ରଚାର ପ୍ରସାର ଓ ଖାଦ୍ୟ ନିରାପତ୍ତାରେ ଓଡ଼ିଶା ସମଗ୍ର ଭାରତ ବର୍ଷରେ ଏକ ଅଗ୍ରଣୀ ସ୍ଥାନ ଗ୍ରହଣ କରିଛି, ଯାହାକି ଓଡ଼ିଶାବାସୀଙ୍କ ପାଇଁ ଏକ ଗର୍ବର ବିଷୟ ପାଲଟିଛି। ଓଡ଼ିଶା
Read More...

ମହିଳାଙ୍କୁ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ କରୁଛି ଓଡ଼ିଶା ମିଲେଟ୍ସ ମିଶନ

ମିଲେଟ୍ କୁ ରାଜ୍ୟରେ ଆହୁରି ଲୋକପ୍ରିୟ କରିବା ସହ ଏହାକୁ ସମସ୍ତଙ୍କ ଥାଳିରେ ସ୍ଥାନ ଦେବାକୁ ମିଶନ ମୋଡ଼ରେ କାମ କରୁଛି ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟ୍ସ ମିଶନ। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳାଙ୍କୁ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଓଡ଼ିଶା ମିଲେଟ୍ସ ମିଶନ
Read More...

ଓଡ଼ିଶାରେ ମାଣ୍ଡିଆ ଚିକେନ ପତ୍ର ପୋଡ଼ା ପିଠାର ପ୍ରାଧାନ୍ୟତା

ମାଣ୍ଡିଆ ଏକ ପୃଷ୍ଟିକର ଖାଦ୍ୟ ଅଟେ । ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ହୀତକର ପାଟିକୁ ସେତିକି ସୁଆଦିଆ ମଧ୍ୟ ଲାଗେ। ଆଗ କାଳରେ ଲୋକେ ମାଣ୍ଡିଆରେ ଭାତ, ଜାଉ ଆଦି ଖାଦ୍ୟ ତିଆରି କରୁଥିଲେ, ଯାହା ପେଟକୁ ଥଣ୍ଡା ରଖିବା ସଙ୍ଗେ ସଙ୍ଗେ ଦେହକୁ ସୁସ୍ଥ ମଧ୍ୟ ରଖିବାରେ ସାହାଯ୍ୟ କରୁଥିଲା ।
Read More...