Browsing Tag

#krushiOdishafest24

ରାଜ୍ୟରେ ନାରୀ ମାନଙ୍କର କୃଷି କ୍ଷେତ୍ରରେ ଯୋଗଦାନ ଅତୁଳନୀୟ – ରାଜ୍ୟପାଳ

ଚାଷ, ପଶୁପାଳନ, ମତ୍ସ୍ୟପାଳନ ଆଦି ଜୀବନଜୀବିକା ର ପ୍ରମୁଖ ଆଧାର । ଗତ କିଛିବର୍ଷରେ ଏ କ୍ଷେତ୍ରରେ ହୋଇଥିବା ପ୍ରଗତି ଯୋଗୁ ଓଡ଼ିଶା ୬ଥର କେନ୍ଦ୍ର ସରକାରଙ୍କ ଠାରୁ 'କୃଷି କର୍ମଣ ପୁରସ୍କାର' ପାଇଛି । ରାଜ୍ୟରେ ନାରୀ ମାନଙ୍କର ମଧ୍ୟ ଏ କ୍ଷେତ୍ରରେ ଅବଦାନ ଅଧିକ ବୋଲି 'କୃଷି ଓଡ଼ିଶା ୨୦୨୪'ର…
Read More...

କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଙ୍କ ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ଷ୍ଟଲ ପରିଦର୍ଶନ

କୃଷି ଓଡ଼ିଶା ୨୦୨୪ ର ପରିଭ୍ରମଣ ସମୟରେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, କୃଷି ଏବଂ ଖାଦ୍ୟ ଉତ୍ପାଦନ ବିଭାର ନିର୍ଦେଶକ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ ଓ ଉଦ୍ୟାନ କୃଷି ବିଭାଗର ନିର୍ଦେଶକ ରୋହିତ ଲେଙ୍କା ଶ୍ୟାମଳ ସୁବର୍ଣ୍ଣ ଆଗ୍ରୋ ର ଷ୍ଟଲ ପରିଦର୍ଶନ କରିଥିଲେ…
Read More...

କୃଷି ଓଡିଶା ୨୦୨୪ ଉଦ୍ଘାଟିତ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରର ଜନତା ମୈଦାନ ଠାରେ କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଶ୍ରୀମତି ବାସନ୍ତୀ ହେମ୍ବ୍ରମଙ୍କ ଉପସ୍ଥିତିରେ ରାଜ୍ୟର ବାର୍ଷିକ ମେଗା ଏଗ୍ରି ଫେଷ୍ଟ…
Read More...

ଜନତା ମଇଦାନ ଠାରେ ଆୟଜିତ ହେବାକୁ ଯାଉଛି ‘କୃଷି ଓଡ଼ିଶା -୨୪’

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ୧୨ ଜାନୁଆରୀ ରୁ ୧୪ ଜାନୁଆରୀ ପର୍ଯ୍ୟନ୍ତ ଭୁବନେଶ୍ଵରର ଜନତା ମଇଦାନ ଠାରେ 'କୃଷି ଓଡିଶା-୨୪' ଆୟୋଜନ କରାଯାଉଛି । କୃଷି ଭବନରେ ଆୟୋଜିତ ଏକ ସମ୍ମିଳନୀରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର…
Read More...