Browsing Tag

#irrigation project

କାର୍ଯ୍ୟକ୍ଷମ ହେବ ଅଚଳ ଜଳସେଚନ ପ୍ରକଳ୍ପ

ଓଡ଼ିଶାର ବହୁ ଅଞ୍ଚଳରେ କାମରେ ଲାଗୁନି ଜଳସେଚନ ପ୍ରକଳ୍ପ । ଜଳଭଣ୍ଡାର ନିକଟରେ ଟାଙ୍ଗରା ପଡିଛି ଜମି। କେଉଁଠି ମୋଟର ପୋଡି ଯାଇଛି ତ ଆଉ କେଉଁଠି ପାଇପ ଫାଟି ଆଁ କରିଛି । ଆଉ କିଛି ସ୍ଥାନରେ ବିଦ୍ୟୁତ ସଂଯୋଗ ହୋଇନଥିବା ବେଳେ କେଉଁଠି ମୋଟର ଥାଇ ପାଣି ଉଠୁନି। ଏହିପରି ଅଚଳ…
Read More...

କ୍ଷୁଦ୍ର ଜଳସେଚନ ଓ ବୁନ୍ଦା ଜଳସେଚନ ଅତ୍ୟନ୍ତ ଲାଭଦାୟକ

କ୍ଷୁଦ୍ର ଜଳସେଚନ ଓ ବୁନ୍ଦା ଜଳସେଚନ ପ୍ରଣାଳୀ ଏକ ଆଧୁନିକ ଜଳସେଚନ ପ୍ରଣାଳୀ। ଏହି ପ୍ରଣାଳୀରେ ଗଛକୁ ଆବଶ୍ୟକତା ଅନୁସାରେ ଜଳ ଯୋଗାଇ ଦିଆଯାଏ ଏବଂ ଜଳର ପରିମାଣ ଗଛର ବ୍ୟବହାରିକ ଜଳ ସଙ୍ଗେ ପ୍ରାୟେ ସମାନ ହୁଏ।ବୁନ୍ଦା ଜଳସେଚନ ଦ୍ୱାରା ସାଧାରଣତଃ ଫସଲ ଅମଳରେ ୩୦ ଶତକଡ଼ାରୁ ୨୦୦ ଶତକଡ଼ା…
Read More...

ଫସଲ ବିବିଧିକରଣ ପୋଗ୍ରାମ ତାଲିମ ପ୍ରଦାନ

କୋରାପୁଟର କୋଟପଦର ମୋକାଗାଁ ଏବଂ ମୁଣ୍ଡାଗୁଡା ଗାଁର କୃଷକମାନଙ୍କୁ ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ଫସଲ ବିବିଧିକରଣ ପ୍ରୋଗ୍ରାମ୍ ଅନ୍ତର୍ଗତ ଧାନ ବଦଳରେ ଅନ୍ୟ ଫସଲ କ୍ରୟ, ଅମଳ ପରବର୍ତ୍ତୀ ନିୟନ୍ତ୍ରଣ ଏବଂ ମୂଲ୍ୟ ଯୋଗ ଉପରେ ତାଲିମ ଦିଆଯାଇଛି । ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଅଧୀନରେ…
Read More...

ଚାଷୀଙ୍କ ସ୍ବପ୍ନ ସାକାର କରିବ ସୁକ୍‌ତେଲ

ବଲାଙ୍ଗିର ଜିଲ୍ଲାବାସୀଙ୍କ ବହୁ ପ୍ରତୀକ୍ଷିତ ଲୋୟର ସୁକ୍‌ତେଲ ପ୍ରକଳ୍ପ କାର୍ଯକାରୀ ହେବ । ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଲୋକାର୍ପଣ କରିବେ । ଏହା ଦ୍ବାରା ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୮୦ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ଲକ୍ଷାଧକ ଏକର ଜମି ଜଳସେଚିତ ହୋଇ ପାରିବ ଏବଂ ବଲାଙ୍ଗୀର ଜିଲ୍ଲାର…
Read More...

ନୂଆପଡାରେ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ

ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ (CDP-MLIP) ରେ ଫସଲ ବିବିଧକରଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ପାଇଁ ଡିସେମ୍ବର ୨୨ ରେ ନୁଆପଡାର ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ , ଚାରିଟି ଏଫଏଏସ୍ ଏବଂ ୧୬ ସମ୍ପ୍ରଦାୟ ଭିତ୍ତିକ ସଂଗଠନ ମଧ୍ୟରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା ।…
Read More...

୩୧୬୦ କୋଟି ଟଙ୍କାର ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୪ଟି ଗୁରୁତ୍ଵପୂର୍ଣ୍ଣ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ବୈତରଣୀ ବାମ ପାର୍ଶ୍ବ କେନାଲ ସହିତ ହଳଦିଆ ଡ୍ୟାମର ଲୋକାର୍ପଣ କରାଯାଇଛି। ଆନନ୍ଦପୁର ବ୍ୟାରେଜ ପ୍ରକଳ୍ପର ୨୮ କି.ମି. ଦୀର୍ଘ ବୈତରଣୀ ବାମ ପାର୍ଶ୍ବ…
Read More...

ରାଜ୍ୟରେ ଜଳସେଚନର ନୂଆ ପରିଭାଷା – ପାର୍ବତୀ ଗିରି ପ୍ରକଳ୍ପ

ରାଜ୍ୟରେ ପାର୍ବତୀ ଗିରି ବୃହତ୍ ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଏହା ଦ୍ୱାରା ୧, ୧୩, ୫୪୦ ହେକ୍ଟର ଜମି ଜଳସେଚିତ ହୋଇପାରିବ। ଅଧିକରୁ ଅଧିକ ଜମିରେ ଜଳସେଚନ ସାମର୍ଥ୍ୟ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ନେଇ ଆସୁଛନ୍ତି, ଏହି କ୍ରମରେ ମୁଖ୍ୟମନ୍ତ୍ରୀ ନବୀନ…
Read More...