Browsing Tag

#greenenvironment

ସବୁଜ ମିଶନର ସଫଳ ବିନ୍ଧାଣୀ

ସବୁଜ ମିଶନର ସଫଳ ବିନ୍ଧାଣୀ ଭାବରେ ପରିଚିତ କୋରେଇର ପୂର୍ବତନ ବିଧାୟକ ବର୍ତ୍ତମାନ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ । ତାଙ୍କ ଦ୍ବାରା “ମିଶନ୍‍ ସବୁଜ କୋରେଇ” ଅଭିଯାନରେ ବଢେଇଜଳନ୍ଦା ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ କରାଯାଇଥିଲା । ବୃକ୍ଷରୋପଣ କାର୍ଯ୍ୟକ୍ରମ ଶେଷରେ ଜଳନ୍ଦା, ହଟପୁର…
Read More...

ବନମହୋତ୍ସବ –ସବୁଜିମାମୟ ପରିବେଶ ଗଠନର ଅନୁଚିନ୍ତା

ମାନବ ସମାଜ ଏବେ କ୍ଷଣିକ ସମୟରେ ସୃଷ୍ଟି କରିପାରୁଛି ପ୍ରଦୂଷଣର ବିଷମଂଜି । ଯେଉଁ ପରିବେଶ ଦିନେ ଶସ୍ୟଶ୍ୟାମଳା ଥିଲା ଆଜି ସେଠି କାରଖାନାର ମଂଚ । କେଉଁଠି ଚିନି କାରଖାନା ତ କେଉଁଠି ବଡ଼ ବଡ଼ ମିଲ୍‌ । ବିକାଶଶୀଳ ଦେଶ ମାନଙ୍କରେ ତ ଏମାନଙ୍କ ସଂଖ୍ୟା ଖୁବ ଅଧିକ। ଦୃତ ଶିଳ୍ପାୟନର ପ୍ରଭାବ…
Read More...