Browsing Tag

#govt

କୋରାପୁଟର ସ୍ଵତନ୍ତ୍ର କଳାଜିରା ଧାନକୁ ମିଳିଲା ଜିଆଇ ଟ୍ୟାଗ୍

ଓଡିଶାର ସ୍ୱତନ୍ତ୍ର ସାତୋଟି ଉତ୍ପାଦକୁ ଜିଆଇ ଟ୍ୟାଗ୍ / ଭୌଗୋଳିକ ସ୍ଵୀକୃତି ପ୍ରଦାନ କରାଯାଇଛି । ସେଗୁଡ଼ିକ ହେଉଛି ଖଜୁରୀ ଗୁଡ, ଢେଙ୍କାନାଳ ମାଗଜୀ ଲଡ଼ୁ, ଶିମିଳିପାଳର କାଇ ଚଟନି, ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣ, କପାଦାଗଣ୍ଡା: ଡଙ୍ଗରିଆ କୋଣ୍ଡ ଏମ୍ବ୍ରୋଡେରୀ ଶାଲ୍, କୋରାପୁଟର କଳାଜିରା…
Read More...

ମୋଟ ଘରୋଇ ଉତ୍ପାଦରେ କୃଷିର ଅଂଶ ୧୫% କୁ ହ୍ରାସ ପାଇଛି – ଅର୍ଜୁନ ମୁଣ୍ଡା

ଶିଳ୍ପ ଏବଂ ସେବା କ୍ଷେତ୍ରରେ ଦ୍ରୁତ ଅଭିବୃଦ୍ଧି ହେତୁ ଭାରତର ମୋଟ ଘରୋଇ ଉତ୍ପାଦ (GDP) ରେ କୃଷିର ଅଂଶ ୧୯୯୦-୯୧ ମସିହାଠାରେ ୩୫ ପ୍ରତିଶତରୁ 15 ପ୍ରତିଶତକୁ ହ୍ରାସ ପାଇଛି ବୋଲି ସରକାର ସୂଚନା ଦେଇଛନ୍ତି। ଅର୍ଥନୀତିର ମୋଟ ମୂଲ୍ୟ (GVA) ରେ କୃଷିର ଅଂଶ ୧୯୯୦-୯୧ ମସିହାରେ ୩୫% ରୁ ୨୦୨୨-୨୩…
Read More...

COP28 ରେ ଭାରତ ପାଇଲା ସପ୍ତମ ମାନ୍ୟତା

ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ବା COP । ଏହା ପ୍ରତିବର୍ଷ ଭଳି ଚଳିତ ବର୍ଷ ୨୮ ତମ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ନିୟୋଜିତ ହୋଇଥିଲା । ଦୁବାଇ ରେ ହେଇଥିବା COP28 ର ଏକ ରିପୋର୍ଟ ଅନୁସାରେ ଭାରତ ସପ୍ତମ ମାନ୍ୟତା ଗ୍ରହଣ କରିଛି । ଗତ ମାନ୍ୟତା ତୁଳନାରେ ଏଇ ବର୍ଷ…
Read More...

ନରେନ୍ଦ୍ର ସିଂ ତୋମର ଙ୍କ ପରେ ଅର୍ଜୁନ ମୁଣ୍ଡାଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ ପ୍ରଦାନ

ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ନରେନ୍ଦ୍ର ସିଂ ତୋମର ଙ୍କ ଇସ୍ତଫା ପରେ ଅର୍ଜୁନ ମୁଣ୍ଡାଙ୍କୁ ଏହି ମନ୍ତ୍ରଣାଳୟ ଦାୟିତ୍ଵ ଦିଆଯାଇଛି । …
Read More...

ବିନା ପ୍ରେସକ୍ରିପସନ୍ ରେ ପରାକ୍ୱାଟ ପ୍ରୟୋଗ ମନା

ଜନ ନିରାପତ୍ତାକୁ ଏବଂ ରାସାୟନିକ କୀଟନାଶକକୁ ଦୃଷ୍ଟିରେ ରଖି, ମାନବ ସ୍ୱାସ୍ଥ୍ୟ ଏବଂ ପ୍ରାଣୀ ଉପରେ ପ୍ରତିକୂଳ ପ୍ରଭାବର ବିଭିନ୍ନ ଉତ୍ସରୁ ମତାମତ ଗ୍ରହଣ କରିବା ପରେ, ରାଜ୍ୟ ସରକାର, କୀଟନାଶକ ଅଧିନିୟମ ୧୯୬୮, ଧାରା 27 ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ପ୍ରୟୋଗରେ ୱିଡିସାଇଡ ବା…
Read More...

ମନମୋହୁଛି ଶିମିଳିପାଳର ଦୁର୍ଲଭ ଅର୍କିଡ୍

ଅର୍କିଡ୍ ହେଉଛି ଏକପ୍ରକାର ଲତା ପ୍ରଜାତିର ଗଛ। ଓଡ଼ିଶାରେ ଏହା ମଦାଙ୍ଗ ବା ମଲାଙ୍ଗ ଭାବେ ପରିଚିତ। ଏହା ସାଧାରଣତଃ ଫେବୃୟାରୀରୁ ଅକ୍ଟୋବର ମଧ୍ୟରେ ଏହି ଫୁଲ ଅଧିକ ମାତ୍ରାରେ ଫୁଟିଥାଏ। ଏହି ଫୁଲ ଥରେ ଫୁଟିଲେ, ମାସେ ପର୍ଯ୍ୟନ୍ତ ସତେଜ ରହିଥାଏ। ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି । ସେଥିପାଇଁ…
Read More...