COP28 ରେ ଭାରତ ପାଇଲା ସପ୍ତମ ମାନ୍ୟତା

0

ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ବା COP । ଏହା ପ୍ରତିବର୍ଷ ଭଳି ଚଳିତ ବର୍ଷ ୨୮ ତମ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ନିୟୋଜିତ ହୋଇଥିଲା । ଦୁବାଇ ରେ ହେଇଥିବା COP28 ର ଏକ ରିପୋର୍ଟ ଅନୁସାରେ ଭାରତ ସପ୍ତମ ମାନ୍ୟତା ଗ୍ରହଣ କରିଛି । ଗତ ମାନ୍ୟତା ତୁଳନାରେ ଏଇ ବର୍ଷ ଗୋଟିଏ ମାନ୍ୟତା ଉପରକୁ ଆସିଛି ଏବଂ ସର୍ବୋଚ୍ଚ ପ୍ରଦର୍ଶନ ଦେଶ ମଧ୍ୟରେ ରହିଛି । ଲଗାତାର ୫ ବର୍ଷ ପାଇଁ ଭାରତ ୧୦ ସ୍ଥାନରେ ରହିଛି । ପୁର୍ବ ପ୍ରଦର୍ଶନ ଦେଖିବାକୁ ଗଲେ ୨୦୧୪ ରେ ୩୧ ତମ ମାନ୍ୟତା ରେ ଥିବା ଭାରତ ୯ ବର୍ଷ ବ୍ୟବଧାନରେ ବା ୨୦୨୩ ରେ ସପ୍ତମ ମାନ୍ୟତା ରେ ପହଞ୍ଚିଛି ।

Leave A Reply

Your email address will not be published.

19 − 17 =