Browsing Tag

#farming

ରବି ଧାନ ପରିଚାଳନା ଦିଗରେ JSW ତରଫରୁ କୃଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କୃଷି ଓ ଆନୁସଙ୍ଗିକ କ୍ଷେତ୍ରରେ ଲୋକ ମାନଙ୍କୁ ଏକ ସୁରକ୍ଷିତ ଭବିଷ୍ୟତ ଗଠନ ଦିଗରେ JSW ସବୁବେଳେ ଏକ ସ୍ଵତନ୍ତ୍ର ଭୂମିକା ଗ୍ରହଣ କରିଛି। ଚାଷ ଓ ଚାଷୀର ମହତ୍ତ୍ଵ କୁ ଉପଲବ୍ଧି କରି JSW ନିଜର ଅନନ୍ୟ କାର୍ଯ୍ୟକ୍ରମ ମାନ ହାତକୁ ନେଇଛି। ଚାଷୀଙ୍କ ମଧ୍ୟରେ ଚାଷ ସମ୍ବନ୍ଧୀୟ ଉପଯୁକ୍ତ ଜ୍ଞାନ
Read More...

ଗଜପତି ଖଜୁରୀ ଗୁଡ଼କୁ ଜିଆଇ ସ୍ୱୀକୃତି

ଓଡ଼ିଶାର ଗଜପତି ଜିଲ୍ଲାର ଶହ ଶହ ଆଦିବାସୀଙ୍କ ଜୀବନ ଜୀବିକାର ପ୍ରମୁଖ ମାଧ୍ୟମ ହୋଇଥିବା ଖଜୁରୀ ଗୁଡ଼ ମୁଖ୍ୟତଃ ତିନି ପ୍ରକାରର, ଯଥା: ଧୂଳି ଗୁଡ଼, ଚେକା ଗୁଡ଼ ଓ ତରଳ ଗୁଡ଼ । ପ୍ରାକୃତିକ ଉପାୟରେ ସଂଗୃହିତ ଖଜୁରୀ ରସକୁ ଜୈବିକ ପଦ୍ଧତିରେ ପ୍ରସ୍ତୁତ କରାଯାଏ, ଯାହାର ସ୍ୱାଦ ନିଆରା ଏବଂ
Read More...

‘ଲାଭ – ଲଘୁ ବନଜାତ ଦ୍ରବ୍ୟ କ୍ରୟ’ ଏକ ନୂତନ ଯୋଜନା ଘୋଷଣା

ଜନଜାତିଙ୍କ ଉନ୍ନତି ପାଇଁ 'ଲାଭ - ଲଘୁ ବନଜାତ ଦ୍ରବ୍ୟ କ୍ରୟ’ ଯୋଜନା ଲାଗୁ କରିବାକୁ କ୍ଯାବିନେଟରେ ନିଷ୍ପତ୍ତି ନିଆଯାଇଛି । ଏହା ଅଧୀନରେ ଜନଜାତିମାନେ ସର୍ବନିମ୍ନ ସହାୟକ ମୂଲ୍ୟରେ ଲଘୁ ବନଜାତ ଦ୍ରବ୍ୟ ବିକ୍ରି କରିପାରିବେ ଏବଂ ଏହି ଟଙ୍କା ସିଧାସଳଖ ହିତାଧିକାରୀଙ୍କ ବ୍ଯାଙ୍କଖାତାକୁ
Read More...

ସୁବର୍ଣ୍ଣ କୃଷି ମେଳା- ୨୦୨୪ “ଚାଷୀଙ୍କ ବିକାଶରେ ହିଁ ଦେଶର ଉନ୍ନତି”

ଚାଷୀଙ୍କ ବିକାଶରେ ହିଁ ଦେଶର ଉନ୍ନତି । ଯାହାକୁ ଏକ ନୂଆ ଦିଗ ଦେବା ପାଇଁ ଚେଷ୍ଟା ଚାଲିଛି , ଦେଶର ଆର୍ଥିକ ସ୍ଥିତି ମଜବୁତ କରିବାରେ କୃଷିର ଏକ ବଡ଼ ଭୂମିକା ରହିଛି , ଆଉ ଏହି କୃଷିକୁ ଗୁରୁତ୍ତ୍ଵ ଦେଇ ଆୟୋଜିତ ହୋଇଥିଲା ଏକ କୃଷି ମେଳା , ଯାହାର ନା ହେଉଛି " ସୁବର୍ଣ୍ଣ କୃଷି ମେଳା - ୨୦୨୪
Read More...

ଫସଲ ବିବିଧିକରଣ ପୋଗ୍ରାମ ତାଲିମ ପ୍ରଦାନ

କୋରାପୁଟର କୋଟପଦର ମୋକାଗାଁ ଏବଂ ମୁଣ୍ଡାଗୁଡା ଗାଁର କୃଷକମାନଙ୍କୁ ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ଫସଲ ବିବିଧିକରଣ ପ୍ରୋଗ୍ରାମ୍ ଅନ୍ତର୍ଗତ ଧାନ ବଦଳରେ ଅନ୍ୟ ଫସଲ କ୍ରୟ, ଅମଳ ପରବର୍ତ୍ତୀ ନିୟନ୍ତ୍ରଣ ଏବଂ ମୂଲ୍ୟ ଯୋଗ ଉପରେ ତାଲିମ ଦିଆଯାଇଛି । ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଅଧୀନରେ
Read More...

ସମ୍ବଲପୁର ଠାରେ ମଣ୍ଡିଆ ମଣ୍ଡି ଉଦ୍ଘାଟିତ

ଓଡ଼ିଶା ମିଲେଟ ମିଶନ ତରଫରୁ ସମ୍ବଲପୁର ଠାରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ (ସିଡିଏଓ) ଙ୍କ ଦ୍ୱାରା ଜମନକିରା ବ୍ଲକରେ ପ୍ରଥମ ଥର ପାଇଁ ମଣ୍ଡିଆ ମଣ୍ଡି ଉଦ୍ଘାଟନ କରାଯାଇଛି । ଏଠାକାର କ୍ରୟକାରି ସଂସ୍ଥା ଭାବରେ ସଗଡେଶ୍ୱର କୃଷକ ଉତ୍ପାଦକ କମ୍ପାନୀ ଯୋଗଦେଇଛି । ସେହି ଅବସରରେ କୃଷକମାନଙ୍କୁ
Read More...

ଏଗ୍ରି-ଓଡ଼ିଶା ୨୦୨୪: ମହିଳାଙ୍କ ଉନ୍ନତି ପାଇଁ ସମର୍ପିତ

ଭାରତରେ କୃଷିର ହୃଦୟ ଭାବରେ ଓଡ଼ିଶା ଏହାର କୃଷି କ୍ଷେତ୍ରର ଉତ୍ପାଦନ, ସ୍ଥିରତା ଏବଂ ସାମଗ୍ରିକ ଉନ୍ନତି ପାଇଁ ଏକ ପରିବର୍ତ୍ତନଶୀଳ ଯାତ୍ରା ଆରମ୍ଭ କରିଛି। ଆଗ୍ରି-ଓଡିଶା ୨୦୨୪ ହେଉଛି ଏକ ବ୍ୟାପକ ପଦକ୍ଷେପ ଯାହା ଭବିଷ୍ୟତର କଳ୍ପନା କରେ, ଯେଉଁଠାରେ ରାଜ୍ୟର କୃଷକମାନେ ଉନ୍ନତି କରିବେ,
Read More...