Browsing Tag

#Arabinda K Padhee

ଓଡ଼ିଶାରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି

ଓଡିଶାରେ ମାଣ୍ଡିଆ ଉତ୍ପାଦନ ବର୍ଷ ବର୍ଷ ଧରି କ୍ରମାଗତ ଭାବେ ବୃଦ୍ଧି ପାଇଛି । ୨୦୧୭-୧୮ ରେ, ଓଡିଶା ଏକ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ କରିଥିଲା ଏବଂ ଏହି ସଂଖ୍ୟା ୨୦୨୨-୨୩ ରେ ୨.୨୬ ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ଚାଷ କ୍ଷେତ୍ର ମଧ୍ୟ ବିସ୍ତାର
Read More...

ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ- ୨୦୨୪

ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଆନୁକୂଲ୍ୟରେ ତିନିଦିନିଆ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ- ୨୦୨୪ର ଆୟୋଜନ ହେବାକୁ ଯାଉଛି । ଏହି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀ ମଣ୍ଡପରେ ରାଜ୍ୟ ସରକାରଙ୍କ ବିଭିନ୍ନ
Read More...

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ , “ଭାଷା ହିଁ ଭବିଷ୍ୟତ”

ଭାଷା ହେଉଛି ଗୋଟିଏ ଜାତିର ପରିଚୟ । ଭାଷା ଅତୀତର ଅସ୍ତିତ୍ବ, ଭାଷା ହିଁ ଭବିଷ୍ୟତ। 'ବନ୍ଦେ ଉତ୍କଳ ଜନନୀ '- କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସଙ୍ଗୀତ ସାରା ପୃଥିବୀରେ ଓଡିଆମାନଙ୍କ ମୁହଁରେ ଗୁଞ୍ଜରିତ ହୋଇଥିଲା। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭୁବନଶ୍ବରର
Read More...

ମହିଳାଙ୍କୁ ନୂଆ ଦିଶା ଦେଖାଇଛି ମିଶନ ଶକ୍ତି

ମହିଳାମାନଙ୍କ ଉନ୍ନତିରେ ଦେଶର ଉନ୍ନତି ହୋଇଥାଏ । ସେ ପ୍ରତି ଧ୍ୟାନ ଦେଇ ସରକାର ବହୁ ପଦକ୍ଷେପ ମଧ୍ୟ ହାତକୁ ନେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ପରିଚିତ ମିଶନ ଶକ୍ତି, ମହିଳା ମାନଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟରତ ରହିଆସିଛି । ଏହି ମିଶନ ଶକ୍ତି ପ୍ରତ୍ୟେକ ଗ୍ରାମ ବା ଗ୍ରାମପଞ୍ଚାୟତର
Read More...

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଯୋଗ ଦେଲେ କୃଷି ବିଭାଗର ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର ଜନତା ମଇଦାନରେ ଚାଲୁଥିବା ତ୍ରିଦିବସୀୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ-୨୦୨୪ରେ ଅଂଶଗ୍ରହଣ କରି କୃଷି ବିଭାଗ ଓଡ଼ିଆ ଭାଷା ପ୍ରତି ନିଜର ପ୍ରତିବଦ୍ଧତା ଦର୍ଶାଇଛି । ଆଜିର ଏହି ମହାନ ଦିବସ ଉପଲକ୍ଷେ ଉଦ୍ଘାଟନ ସମାରୋହରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଯୋଗ ଦେଇ କୃଷି
Read More...

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଦିବସ

ଓଡ଼ିଆ ଭାଷାର ମାଧୁର୍ଯ୍ୟ ତଥା ମହାନତାକୁ ଦର୍ଶାଇବା ପାଇଁ ରାଜ୍ୟ ସରକାର ସର୍ବଦା ପ୍ରଚେଷ୍ଟା କରିଆସିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଫେବୃଆରୀ ୩-୫ ତାରିଖରେ ଜନତା ମଇଦାନ ଠାରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେଉଛି । ଏହି ତିନି ଦିନିଆ
Read More...

ଭାଷା ହିଁ ଜାତିର ପରିଚୟ

ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ମାନ୍ୟତା ପାଇଥିଲେ ମଧ୍ୟ, ଆଜି ବି ଓଡ଼ିଶାର ଐତିହ୍ୟ , ଗର୍ବ , ଗୌରବ ଓ ମାତୃଭାଷାର ଅଭାବ ଦେଖିବାକୁ ମିଳିଛି । ମାତୃଭାଷା ଶିକ୍ଷା ବିନା ଜୀବନରେ ଉନ୍ନତି ଅସମ୍ଭବ । ପ୍ରତ୍ୟେକ ବ୍ୟକ୍ତିର ବିକାଶ , ଭାବନାର ପ୍ରକାଶ ଉପରେ ନିର୍ଭର କରେ ଏବଂ ଭାବନାର
Read More...

JSW ତରଫରୁ ଦିନିକିଆ କୃଷକ ସଚେତନତା ଶିବିର ଅନୁଷ୍ଠିତ

କୃଷି ଆମ ଅର୍ଥନୀତିର ମେରୁଦଣ୍ଡ। କୃଷି ଆଉ କୃଷକ ରାଷ୍ଟ୍ର ବିକାଶର ମଙ୍ଗୁଆଳ। ରାଜ୍ୟରେ କୃଷି ତଥା କୃଷକ ମାନଙ୍କ ପାଇଁ ସବୁବେଳେ JSW ନିଜର ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ରାଜ୍ୟରେ କୃଷକ ମାନଙ୍କ ପାଇଁ ଅନେକ ଗଠନ ମୂଳକ ପଦକ୍ଷେପ ନେବା ସହ ସେମାନଙ୍କ
Read More...