JSW ତରଫରୁ ଦିନିକିଆ କୃଷକ ସଚେତନତା ଶିବିର ଅନୁଷ୍ଠିତ

କୃଷି ଆମ ଅର୍ଥନୀତିର ମେରୁଦଣ୍ଡ। କୃଷି ଆଉ କୃଷକ ରାଷ୍ଟ୍ର ବିକାଶର ମଙ୍ଗୁଆଳ। ରାଜ୍ୟରେ କୃଷି ତଥା କୃଷକ ମାନଙ୍କ ପାଇଁ ସବୁବେଳେ JSW ନିଜର ବିଭିନ୍ନ କାର୍ଯ୍ୟକ୍ରମ ଦ୍ବାରା ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ରାଜ୍ୟରେ କୃଷକ ମାନଙ୍କ ପାଇଁ ଅନେକ ଗଠନ ମୂଳକ ପଦକ୍ଷେପ ନେବା ସହ ସେମାନଙ୍କ ସ୍ବାର୍ଥ ଦିଗରେ କାମ କରୁଛି JSW। ଏହି ଉପକ୍ରମ ରେ ପାଟଣା ଗ୍ରାମ ରେ JSW ତରଫରୁ ଦିନିକିଆ କୃଷକ ସଚେତନତା ଓ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଚାଷୀ ମାନଙ୍କୁ ଚାଷ ସମ୍ବନ୍ଧୀୟ ଜ୍ଞାନ କୌଶଳ ସହ ମାଟିର ଗୁଣବତ୍ତା ଦିଗରେ ମଧ୍ୟ ଆଲୋଚନା କରାଯାଇଥିଲା । ଜୈବିକ ଚାଷ , ସମନ୍ୱିତ ରୋଗ ପୋକ ପରିଚାଳନା ସହ ରବି ଧାନ ପରିଚାଳନା ଦିଗରେ ମଧ୍ୟ କର୍ମଶାଳା ଆୟୋଜନ କରାଯାଇଥିଲା।

Spread the love

Leave a Comment

Your email address will not be published. Required fields are marked *

Scroll to Top
×