Browsing Tag

#turmeric cultivation

ହଳଦୀର ବର୍ଦ୍ଧିତ ଅମଳ ପାଇଁ, ସଠିକ୍ ଜମି ପ୍ରସ୍ତୁତ ନିତାନ୍ତ ଜରୁରୀ

ରାଜ୍ୟରେ ଜଳବାୟୁ ଓ ମାଟି ହଳଦୀ ଚାଷ ପାଇଁ ବେଶ୍ ଉପଯୁକ୍ତ। ଏହାକୁ ସମୁଦ୍ର ପତ୍ତନ ଠାରୁ ୧୨୦୦ ମିଟର ପର୍ଯ୍ୟନ୍ତ ଉଚ୍ଚ ସ୍ଥାନ ରେ ଚାଷ କରାଯାଇପାରିବ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରତି ବର୍ଷ ହଳଦୀ ଚାଷ କରାଯାଇଥାଏ। ଉଭୟ ଜଳସେଚିତ ଓ ଅଣଜଳସେଚିତ ଜମିରେ ହଳଦୀକୁ ଚାଷ…
Read More...

ଉଚ୍ଚମାନର ହଳଦୀ ଚାଷ ଓ ଅମଳ ବୃଦ୍ଧି

ହଳଦୀକୁ ପ୍ରଧାନତଃ ଏପ୍ରିଲ ମାସର ଦ୍ଵିତୀୟ ସପ୍ତାହ ଠାରୁ ମେ ମାସର ପ୍ରଥମ ସପ୍ତାହ ମଧ୍ୟରେ ଲଗାଇବା ଦରକାର l ହେକ୍ଟର ପିଛା ୧୫ କୁଇଣ୍ଟାଲ ହଳଦୀ ମୁଣ୍ଡା ଓ ପୁଆ ଦରକାର ହୋଇଥାଏ। ଯାହାଦ୍ଵାରା ହେକ୍ଟର ପ୍ରତି ୨୦୦-୨୫୦ କ୍ଵିଣ୍ଟାଲ କଞ୍ଚା ହଳଦୀ ଅମଳ ହୁଏ। ହଳଦୀ ଚାଷ ପାଇଁ ନିଗିଡ଼ା,…
Read More...