ଆଦିବାସୀଙ୍କ ୪୮,୦୧୮ ଟି କ୍ଷୁଦ୍ର ମାମଲା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଅନୁସୂଚିତ ଜନଜାତି (ଏସଟି) ସମ୍ପ୍ରଦାୟର ଲୋକଙ୍କ ବିରୋଧରେ ବିଚାରାଧୀନ କ୍ଷୁଦ୍ର ଅପରାଧ ମାମଲା ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ଆସନ୍ତା ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଆଦିବାସୀଙ୍କୁ ରିଲିଫ ପ୍ରଦାନ କରିବାକୁ ଓଡ଼ିଶା ସରକାର!-->…
Read More...
Read More...