Browsing Tag

#summer ploughing

ଖରାଟିଆ ଚାଷ ପ୍ରାଥମିକ କର୍ଷଣର ଏକ ପର୍ଯ୍ୟାୟ

ଖରାଟିଆ ଚାଷ ଖରାଦିନେ ହେଉଥିବା ବର୍ଷା ଉପରେ ନିର୍ଭର କରି କରାଯାଏ । ଏପ୍ରିଲ ଓ ମେ ମାସରେ ଅସରାଏ ଦୁଇ ଅସରା ବର୍ଷା ପରେ ଖରାଟିଆ ଚାଷ କରିବା ଉଚିତ। ସାଧାରଣତଃ ବିହନ ବୁଣିବାର ବହୁ ପୂର୍ବରୁ ଜମିକୁ ଖରା ସମୟରେ ଚାଷ କରି ପ୍ରସ୍ତୁତ କରି ରଖିବାକୁ ହିଁ ଖରାଟିଆ ଚାଷ କୁହାଯାଏ। ଖରାଟିଆ…
Read More...

ଖରାଟିଆ ଚାଷ ଓ ସବୁଜ ସାର

ଖରାଟିଆ ଚାଷ ପ୍ରାଥମିକ କର୍ଷଣର ଏକ ପର୍ଯ୍ୟାୟ । ଓଡିଶାରେ ସାଧାରଣତଃ ଶାରଦ ଧାନ କଟା ହେବା ପରେ ଜମି ପଡିଆ ପଡେ କିମ୍ବା ବତର ଥିଲେ ହଳ କରାଯାଇ ମୁଗ, ବିରି, ଧନିଆ, ଚଣା ଇତ୍ୟାଦି ରବି ଫସଲ ବୁଣାଯାଏ । ଚୈତ୍ର ଓ ବୈଶାଖ ମାସରେ କିଛି କିଛି ବର୍ଷା ହୁଏ । ଏହାଦ୍ଵାରା ମାଟି ବତର ହୁଏ ।…
Read More...