Browsing Tag

#potato

ରାଜ୍ୟରେ ଆଳୁ ସମସ୍ୟା ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ

ଓଡ଼ିଶାକୁ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ରାଜ୍ୟରୁ ମଧ୍ୟ ଆଳୁ ଆସିଥାଏ, କିନ୍ତୁ ଓଡ଼ିଶାରେ ପଶ୍ଚିମବଙ୍ଗ ଆଳୁର ଅଧିକ ଚାହିଦା ରହିଛି। ପ୍ରାୟ ଏକ ମାସ ହେବ ଓଡ଼ିଶାବାସୀ ଆଳୁ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ପଶ୍ଚିମବଙ୍ଗରେ ସାମାନ୍ୟ କଟକଣା ହେତୁ ଓଡ଼ିଶାରେ ଆଳୁର ଅଭାବ ସମସ୍ୟା…
Read More...

ଆଳୁ ଚାଷ ପାଇଁ ସୂଚନା

ସୁସ୍ଥ ରୋଗମୁକ୍ତ ବିହନ ଆଳୁର ବ୍ୟବହାର କରିବା ଏକ ସଫଳ ଆଳୁ ଫସଲ ପାଇଁ ସବୁଠୁ ଅଧିକ ଗୁରୁତ୍ତ୍ଵପୂର୍ଣ୍ଣ ଅଟେ। ଗଛର ଭଲ ବୃଦ୍ଧି ପାଇଁ, ଡାଳ ପତ୍ର ବିକାଶ ପୂର୍ବରୁ ବାଳୁଙ୍ଗା ବାହାର କରିଦେବା ଉଚିତ। ପ୍ରତି ୧୫-୨୦ ଦିନ ଅନ୍ତରରେ କୋଡ଼ା ଖୁସା କରିବା ଦ୍ୱାରା ବାଳୁଙ୍ଗାର ବିକାଶ…
Read More...