Browsing Tag

#odisha budget

ଚଳିତ ବର୍ଷ ବଢିଲା କୃଷି ବଜେଟ୍ ପରିମାଣ : ସମୃଦ୍ଧ କୃଷକ ଯୋଜନା ଘୋଷଣା, ଚାଷୀଙ୍କ ପାଇଁ ସିଏମ୍‌ କିଷାନ ଯୋଜନା

ରାଜ୍ୟ ବଜେଟ ୨୦୨୪-୨୫ ରେ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜର ପ୍ରଥମ ବଜେଟ ଘୋଷଣା କରିଛନ୍ତି। ଚଳିତ ବର୍ଷ ଏହି ବଜେଟର ପରିମାଣ ୨ ଲକ୍ଷ ୬୫ ହଜାର କୋଟି ରହିଛି। ପୂର୍ବ ବର୍ଷ ତୁଳନାରେ ଏହି ବର୍ଷ ବଜେଟର ପରିମାଣ ବୃଦ୍ଧି ହେଇଛି। ଗତ ବର୍ଷର ବଜେଟ ୨୪,୮୨୯ କୋଟି…
Read More...

ଓଡ଼ିଶା ବଜେଟ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀମାନଙ୍କ ପାଇଁ ଅନେକ ନୂତନ ଯୋଜନା ଘୋଷଣା କରିଛନ୍ତି। ଏହି ବଜେଟ ତାଙ୍କର ପ୍ରଥମ ବଜେଟ ରହିଥିବା ବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିରେ ଅନୁପ୍ରାଣିତ ହୋଇ ଗରିବ, ମହିଳା,…
Read More...