Browsing Tag

#millet trees

ମାଣ୍ଡିଆ ଗଛର ପତ୍ର ପୋଡା ରୋଗ ପରିଚାଳନା

ପତ୍ରପୋଡା ରୋଗ ସାଧାରଣତଃ ଋତୁର ଆରମ୍ଭରେ ଦେଖାଦେଇଥାଏ, ବିଭିନ୍ନ ମାପର ହାଲୁକା ବାଦାମୀ କିମ୍ବା ଧଳା ଦାଗ ବୀଜପତ୍ର ଏବଂ ଗଛର ତଳ ପଟେ ଥିବା ପତ୍ରରେ ଦେଖାଦିଏ। ମୁଖ୍ୟତଃ ଅଧିକ ଦିନ ମେଘୁଆ ତଥା ଓଦା ପାଗ ରହିଲେ ଏହି ରୋଗ ଦେଖାଦେଇଥାଏ। ଏହି ରୋଗର ନିୟନ୍ତ୍ରଣ ସବୁବେଳେ
Read More...

ମାଣ୍ଡିଆ ଗଛର ରୋଗ ଓ ପୋକ ପରିଚାଳନା

ମାଣ୍ଡିଆ ଗଛରେ ଦେଖାଦେଉଥିବା ମହିଷା ରୋଗର ପରିଚାଳନା ପାଇଁ ମାଣ୍ଡିଆ ଜମିରୁ ଭଲ ଭାବରେ ଘାସ ବାଛି ଦିଆଯାଏ। ମାଣ୍ଡିଆ କାଟିଲା ପରେ ଜମିରୁ ଘାସ ବୁଦାଗୁଡ଼ିକ ହଳ କରି କିମ୍ବା ପୋଡ଼ି ସଫା କରିଦିଆଯାଇଥାଏ। ଭଲ ଚାଷ ପାଇଁ ଠିକ୍ ସମୟରେ ରୁଆ କାର୍ଯ୍ୟ ଶେଷ କରିବା ଆବଶ୍ୟକ। ଏହାପରେ
Read More...