Browsing Tag

#millet mission

ଶ୍ରୀ ଅନ୍ନ ଅଭିଯାନ ପକ୍ଷରୁ ପୁଷ୍ଟିଶସ୍ୟଭିତ୍ତିକ ଖାଦ୍ୟ ପ୍ରସ୍ତୁତି ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ପୁଷ୍ଟିଶସ୍ୟରୁ ପ୍ରସ୍ତୁତ ଖାଦ୍ୟ ସ୍ବାସ୍ଥ୍ୟ ଉପଯୋଗୀ ହୋଇଥିବାରୁ ଏହା ଧିରେ ଧୀରେ ସମସ୍ତଙ୍କ ମଧ୍ୟରେ ଆଦୃତ ହେବା ସହ ଯୁବ ପିଢ଼ିଙ୍କୁ ଆକୃଷ୍ଟ କରୁଛି। ରାଜ୍ୟ ସରକାରଙ୍କ ଦ୍ଵାରା ପୁଷ୍ଟିଶସ୍ୟକୁ ଦିଆଯାଉଥିବା ପ୍ରୋତ୍ସାହନ ଶ୍ରୀ ଅନ୍ନ ଅଭିଯାନକୁ ଦେଇଛି ନୂଆ ପରିଚୟ।ଓଡ଼ିଶା
Read More...

ମହିଳାଙ୍କୁ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ କରୁଛି ଓଡ଼ିଶା ମିଲେଟ୍ସ ମିଶନ

ମିଲେଟ୍ କୁ ରାଜ୍ୟରେ ଆହୁରି ଲୋକପ୍ରିୟ କରିବା ସହ ଏହାକୁ ସମସ୍ତଙ୍କ ଥାଳିରେ ସ୍ଥାନ ଦେବାକୁ ମିଶନ ମୋଡ଼ରେ କାମ କରୁଛି ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟ୍ସ ମିଶନ। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳାଙ୍କୁ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଓଡ଼ିଶା ମିଲେଟ୍ସ ମିଶନ
Read More...