Browsing Tag

#janataMaidan

ଆରମ୍ଭ ହେବାକୁ ଯାଉଛି ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ

ଆସନ୍ତା ଫେବୃଆରିରେ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସମ୍ପଦ ସମାବେଶ ଅନୁଷ୍ଠିତ ହେବାକୁ ଯାଉଛି । ଜିଲ୍ଲାସ୍ତରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ଓଡ଼ିଶା ମେଳାର ସଫଳତା ଓ ପ୍ରାଣୀପାଳକ ଏବଂ ମତ୍ସ୍ୟଚାଷୀଙ୍କ ମଧ୍ୟରେ ଉତ୍ସାହ ଓ ଆଗ୍ରହକୁ ଦୃଷ୍ଟିରେ ରଖି ଭୁବନେଶ୍ଵରରେ ତିନିଦିନିଆ ଓଡିଶା…
Read More...

ଆସନ୍ତା ୧୨ ରୁ କୃଷି ଓଡ଼ିଶା-୨୦୨୪

ଆସନ୍ତା ୧୨ ତାରିଖରୁ ଜନତା ମଇଦାନ ଠାରେ ଆରମ୍ଭ ହେବାକୁ ଯାଉଛି କୃଷି ଓଡ଼ିଶା ମେଳା-୨୦୨୪ । ଏହାର ବିଷୟବସ୍ତୁ ରହିଛି କୃଷି ପ୍ରଗତିରେ ମହିଳା । ଏହି ତିନି ଦିନ ଧରି ହେବାକୁ ଥିବା ମେଳାରେ ବିଭିନ୍ନ କୃଷି ଉତ୍ପାଦିୟ ବିଷୟ ପରିଦର୍ଶନ ହେବା ସହ ମହିଳା ମାନଙ୍କ କୃଷି କ୍ଷେତ୍ରରେ ଯୋଗଦାନକୁ…
Read More...