Browsing Tag

#IYM 2023

ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ କୃଷି ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଉଦବୋଧନ

କୃଷି ବିଭାଗର ପ୍ରମୁଖ ଶାସନ ସଚିବ ଡ଼ ଅରବିନ୍ଦ କୁମାର ପାଢୀ ଚଳିତ ବର୍ଷ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ବା COP28 ରେ ଜଳବାୟୁ-ସ୍ଥିର କୃଷି ଖାଦ୍ୟ ପ୍ରଣାଳୀର ରୂପାନ୍ତରଣ ଉପରେ ଧ୍ୟାନ ଦେଇ ମାଣ୍ଡିଆକୁ ମୁଖ୍ୟଧାରା କୃଷିରେ ସାମିଲ କରିବା ପାଇଁ ଓଡିଶାର ପଦକ୍ଷେପ ଉପରେ ତାଙ୍କ…
Read More...

ଗ୍ଲୋବାଲ୍ ମିଲେଟ୍ ପ୍ରମୋସନ୍ ପାଇଁ ଓଡ଼ିଶାକୁ ସର୍ବଶ୍ରେଷ୍ଠ ରାଜ୍ୟ ଭାବେ ପୁରସ୍କୃତ

ହାଇଦ୍ରାବାଦରେ ହେଇଥିବା ଆନ୍ତର୍ଜାତୀୟ ନ୍ୟୁଟ୍ରି ସିରିଅଲ୍ କନଭେନସନ୍ (INCC) 5.0 ସମୟରେ ଓଡିଶା 'ଗ୍ଲୋବାଲ୍ ମିଲେଟ୍ ପ୍ରମୋସନ୍ ପାଇଁ ସର୍ବଶ୍ରେଷ୍ଠ ରାଜ୍ୟ' ଭାବରେ 'ପୋଶକ୍ ଆନାଜ୍ ପୁରସ୍କାର ୨୦୨୩' ପାଇଛି । କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ର ମୁଖ୍ୟ ଶାସନ ସଚିବ, ଡ. ଅରବିନ୍ଦ କୁମାର…
Read More...