Browsing Tag

#Dargon fruit

ଦୁବାଇ ଗଲା ଓଡ଼ିଶାର କୃଷି ମନ୍ତ୍ରୀଙ୍କ ଉତ୍ପାଦିତ ଡ୍ରାଗନ ଫ୍ରୁଟ୍

ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଦ୍ଵାରା ତାଙ୍କ ଚାଷ ଜମିରେ ଉତ୍ପାଦିତ ଡ୍ରାଗନ୍ ଫ୍ରୁଟ ଦୁବାଇକୁ ରପ୍ତାନି କରାଯାଇଛି। ସେ ଜଣେ କୃଷିମନ୍ତ୍ରୀ ହୋଇ ମଧ୍ୟ ଏକ ସଫଳ ଚାଷୀ ଭାବେ ସାରା ଦେଶରେ ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି। କୃଷି ଏବଂ କୃଷକ…
Read More...