Browsing Tag

#agriculture honorary scheme

ଆଜି ବରଗଡ଼ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ବାଣ୍ଟିବେ କୃଷି ସମ୍ମାନନିଧି ଯୋଜନା କିସ୍ତି

ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବରଗଡ଼ ଜିଲ୍ଲା ଗସ୍ତରେ ଆସୁଛନ୍ତି। ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଓଡ଼ିଶାର ମେରୁଦଣ୍ଡ ବରଗଡ଼ ଜିଲ୍ଲାରେ ଉପସ୍ଥିତ ରହି ଏହାର ଲୋକାର୍ପଣ କରିବା ସହ ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରିବା କରିବେ।…
Read More...