Browsing Tag

Tissueculture

କୃଷି କ୍ଷେତ୍ରରେ ଟିସୁ କଲ୍‌ଚର

ଟିସୁ କଲ୍‌ଚର ଏକବିଂଶ ଶତାବ୍ଦୀର ଏକ ବୈପ୍ଲବିକ ଆହ୍ୱାନ । ପାରମ୍ପରିକ ପଦ୍ଧତିକୁ ବାଦ ଦେଇ ବାୟୋଟେକ୍ନୋଲଜି ଯୁଗରେ ଏହା ଏକ ନୂଆ ବିପ୍ଲବ । କେବଳ ଯେ ବୈଷୟିକ ଜ୍ଞାନରେ ଏହାର ପ୍ରୟୋଗ ହୁଏ ସେ କଥା ନୁହଁ ବରଂ କୃଷି କ୍ଷେତ୍ରରେ ମଧ୍ୟ ଟିସୁ କଲ୍‌ଚରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।…
Read More...