Browsing Tag

#strawberry

ଷ୍ଟ୍ରବେରୀ ଚାଷର ମଙ୍ଗ ଧରିଛନ୍ତି ଆଦିବାସୀ ମହିଳା

କନ୍ଧମାଳ ଜିଲ୍ଲାର ବେରତାକିଆ ଗାଁର ଚନ୍ଦ୍ରମା ପ୍ରଧାନ ନାମକ ଜଣେ ମହିଳା ଷ୍ଟ୍ରବେରୀ ଚାଷ କରି ଏବେ ଏକ ମୁଖ୍ୟ ଚାଷୀ ଭାବେ ପରିଚୟ ସୃଷ୍ଟି କରିପାରିଛନ୍ତି। ଏହି ଚାଷ କରି ଚନ୍ଦ୍ରମା ପ୍ରଧାନ ନିଜର ଭରଣ ପୋଷଣ କରିବା ସହ ଅନ୍ୟ କିଛି ମହିଳାଙ୍କ ପରିବାରକୁ ମଧ୍ୟ ରୋଜଗାରକ୍ଷମ…
Read More...

ସଫଳତା ହାସଲ କଲା ଓଡ଼ିଶାର ଷ୍ଟ୍ରବେରି ଚାଷ

ଷ୍ଟ୍ରବେରି ଏକ ଅତ୍ୟନ୍ତ ସୁଆଦିଆ ଫଳ, ଯାହା ଆମ ରାଜ୍ୟରେ ବିରଳ। ଜଳବାୟୁ ଅନୁଯାୟୀ ଷ୍ଟ୍ରବେରି ସାଧାରଣତଃ ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ତାମିଲନାଡୁ ଏବଂ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଚାଷ କରାଯାଇଥାଏ, ଯାହାକି ଓଡ଼ିଶାର ଜଳବାୟୁରେ ଏହାର ଉତ୍ତମ ଚାଷ ଦେଖିବାକୁ ମିଳିନଥାଏ। ପ୍ରାକୃତିକ…
Read More...

ଓଡ଼ିଶାରେ ଷ୍ଟ୍ରବେରି ଚାଷର ସଫଳ କାହାଣୀ

ଓଡିଶାର ନୁଆପଡା ଜିଲ୍ଲାର ସୁନାବେଡା ମାଳଭୂମିରୁ ଏକ ବିଶେଷ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ (PVTG) ଭାବରେ ବିବେଚନା କରାଯାଉଥିବା ଚୁକିଆ ଭୁଞ୍ଜିଆ ସମ୍ପ୍ରଦାୟର ଅଧିକାଂଶ କୃଷକଙ୍କ ପରି ୪୦ ବର୍ଷିୟ କାଳିରାମ ସୁଆର ମଧ୍ୟ ଚାଷ ମାଧ୍ୟମରେ ରୋଜଗାର ପାଇଁ ସଂଘର୍ଷ କରିଆସୁଥିଲେ। ଦୁଇ ବର୍ଷ…
Read More...