Browsing Tag

#paddy crop

ଧାନ ଫସଲର ପତ୍ରାଚ୍ଛଦ ପୋଡ଼ା ରୋଗ ପରିଚାଳନା

ସାଧାରଣତଃ ଏହି ଋତୁରେ ଧାନ ଫସଲର ପତ୍ରାଚ୍ଛଦ ପୋଡ଼ା ରୋଗ ଦେଖାଦେବାର ସମ୍ଭାବନା ରହିଥାଏ। ଏହି ରୋଗ କାଣ୍ଡର ଜଳ ସଲଗ୍ନ ଅଂଶରୁ ଆରମ୍ଭ ହୋଇଥାଏ। ଧୂଷର-ସବୁଜ ବର୍ଣ୍ଣର ପାଣିଚିଆ, ଛୋଟ ଛୋଟ ଦାଗ ମାନ ପତ୍ରଛଦରେ ଦେଖାଯାଏ। ଏହା କ୍ରମଶଃ ଉପର ପତ୍ରାଛାଦ ଆଡ଼କୁ ଅଗ୍ରସର
Read More...

ସବୁଜ ସାର ପ୍ରୟୋଗ ଏକ ସ୍ଵଳ୍ପ ମୂଲ୍ୟ କିନ୍ତୁ ପ୍ରଭାବଶାଳୀ ବିକଳ୍ପ

ସବୁଜ ସାର ପ୍ରୟୋଗ ଏକ ସ୍ଵଳ୍ପ ମୂଲ୍ୟ କିନ୍ତୁ ପ୍ରଭାବଶାଳୀ ବିକଳ୍ପ ଯାହାକି ସାର ପାଇଁ ଖର୍ଚ୍ଚ କମାଇବା ସହ ଉତ୍ପାଦକତାକୁ ସୁରକ୍ଷିତ କରିଥାଏ। ସବୁଜ ସାର କୀଟନାଶକ, ତୃଣକ ଓ ବିଭିନ୍ନ ଶସ୍ୟ ରୋଗର ଜୀବନଚକ୍ରକୁ ମଧ୍ୟ ଭାଙ୍ଗିଥାଏ। ସବୁଜ ସାରକୁ କାଟି ମାଟିରେ ହଳ କରାଯାଇପାରିବ
Read More...