Browsing Tag

#naveenpattnaik

ମିଶନ୍‌ ଶକ୍ତି କାଫେ ପରିଚାଳନା ପାଇଁ ତାଲିମ ଶିବିର

ରାଜ୍ୟରେ ମିଶନ୍‌ ଶକ୍ତି ମହିଳା ମାନେ ଏବେ ସ୍ୱାବଲମ୍ବୀ ହେବା ସହ ନିଜେ ନିଜର ପରିବାର ପ୍ରତିପୋଷଣ କରିପାରୁଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଦିଗଦର୍ଶନରେ ଏହା ଏବେ ସୁଦୂରପ୍ରସାରୀ ହୋଇପାରିଛି । ଏହି ଉପକ୍ରମରେ ଆଇ.ଏଚ.ଏମ୍‌ ଭୁବନେଶ୍ୱର ଠାରେ ଏକ ଦଶ ଦିନିଆ ପ୍ରଶିଣ ଶିବିର ଅନୁଷ୍ଠିତ
Read More...

ରାଜ୍ୟରେ ମହକ ବୁଣୁଛି ଓଡ଼ିଶା ମିଲେଟ ମିଶନ୍‌

ଓଡ଼ିଶାରେ ମିଲେଟ ମିଶନ ଏବେ ଏକ ବିପ୍ଲବରେ ରୂପାନ୍ତରିତ ହୋଇଛି । ଶୁଷ୍କ ମାଟିର ସୁନା ମାଣ୍ଡିଆକୁ ଚାଷ କରିବା ପାଇଁ ଚାଷୀ ଏବେ ବେଶ ଆଗଭର । ଚାଷୀ ମାନଙ୍କୁ ଏ ଦିଗରେ ତାଲିମ ମିଳିବା ସହ ଓଡ଼ିଶା ମିଲେଟ ମିଶନ ଜରିଆରେ ଅନେକ ଉପଯୋଗୀ ପନ୍ଥା ଆପଣାଯାଉଛି । ଏମିତିକି ବଡ଼ ବଡ଼ ହୋଟେଲ ମାନେ ଏବେ
Read More...

ମହିଳାଙ୍କୁ ସଶକ୍ତ,ସମୃଦ୍ଧ ଓ ସ୍ୱାବଲମ୍ବୀ କରିବାରେ ମାଣ୍ଡିଆର ଭୂମିକା ଅନନ୍ୟ : କୃଷି ମନ୍ତ୍ରୀ

ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆର ଯାତ୍ରା ସତରେ ଏକ ପ୍ରଶଂସନୀୟ ତଥା ସ୍ୱାଗତଯୋଗ୍ୟ ପଦକ୍ଷେପ । ଓଡ଼ିଶା ମିଲେଟ ମିଶନ ଏ ଦିଗରେ ସଫଳତାର ସହ କାର୍ଯ୍ୟ କରୁଛି । ୨୦୨୩କୁ ଆନ୍ତର୍ଜାତୀୟ ମାଣ୍ଡିଆ ବର୍ଷ ଭାବରେ ପାଳନ କରାଯାଉଛି । ଓଡ଼ିଶା ଏବେ ମାଣ୍ଡିଆ ଉତ୍ପାଦନରେ ବେଶ ଉଲ୍ଲେଖନୀୟ ପ୍ରଦର୍ଶନ
Read More...

ରାଜ୍ୟରେ ଅଣଧାନ ଚାଷକୁ ପ୍ରୋତ୍ସାହନ

ଚାଷ ଓ ଚାଷୀର ବିକାଶ ଦିଗରେ ରାଜ୍ୟ ସରକାର ସୁବବେଳେ ନିଜର ଉଦ୍ୟମ ଜାରି ରଖିଛନ୍ତି । ବର୍ତ୍ତମାନ ସମୟରେ ଚାଷୀ ମାନଙ୍କୁ ଅଣଧାନ ଚାଷ ଦିଗରେ ପ୍ରୋତ୍ସାହନ ମିଳିବା ସହ ସହଯୋଗ ଏବଂ ସହାୟତା ମଧ୍ୟ ମିଳୁଛି । ଏଥିପାଇଁ ମାର୍କଫେଡ଼ ଜରିଆରେ ୫୦୦କୋଟିର ପାଣ୍ଠି ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା
Read More...

ମିିଶନ୍‌ ଶକ୍ତି ମହିଳାଙ୍କ ଜୈବିକ କୃଷିର ନାରା

ମହିଳା ସଶକ୍ତିକରଣ ରାଜ୍ୟ ସରାକାରଙ୍କ ପ୍ରଥମ ପ୍ରାଥମିକତା । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ମହିଳା ମାନଙ୍କ ବିକାଶ ପାଇଁ କରାଯାଉଥିବା ଦୃଷ୍ଟାନ୍ତମୂଳକ କାର୍ଯ୍ୟକ୍ରମ ସବୁବେଳେ ପ୍ରଶଂସା ଯୋଗ୍ୟ । ଆଉ ଏ ସବୁକୁ ଅଧିକ ଖୋରାକ ଯୋଗାଇଛି ମିଶନ୍‌ ଶକ୍ତି । ମିଶନ୍‌ ଶକ୍ତି ମାଧ୍ୟମରେ ମହିଳା ମାନେ
Read More...

ଚାଷ ଜମିରେ ସୁନା ଫଳାଉଛନ୍ତି ମିଶନ୍‌ ଶକ୍ତି ମହିଳା

ରାଜ୍ୟରେ ମହିଳା ମାନଙ୍କର ବିକାଶ ପାଇଁ ମିଶନ୍‌ ଶକ୍ତି ଜରିଆରେ ମହିଳା ମାନେ ସ୍ୱାବଲମ୍ବୀ ହେବା ସହ ରୋଜଗାରକ୍ଷମ ହୋଇପାରୁଛନ୍ତି । ମହିଳା ସଶକ୍ତିକରଣର ବାର୍ତ୍ତା ଦେଇ ମା ମାନେ ଆଜି ଉଦ୍ୟୋଗର ମହକ ବୁଣୁଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ପାଖାପାଖି ୨୫୦୦୦ ମିଶନ୍‌ ଶକ୍ତି ମହିଳା ଏବେ ୧୭ଟି
Read More...

ରାଜ୍ୟରେ କୃଷି ଓ କୃଷକର ବିକାଶରେ ଓଡିଶା ମିଲେଟ୍‌ ମିଶନ

ଓଡ଼ିଶା ମିଲେଟ ମିଶନ ଏବେ ଏକ ବିପ୍ଲବରେ ପରିଣତ ହେଲାଣି । ଫାର୍ମରୁ ପ୍ଲେଟ ଯାଏଁ ମାଣ୍ଡିଆ ଆଜି ସଫଳତାର ଗୀତ ଗାଉଛି । ମିଶନ୍‌ ଶକ୍ତି ,କୃଷି ବିଭାଗ, ମହିଳା ଓ ଶିଶୁ ବିକାଶ ପରି ବିଭନ୍ନ ବିଭାଗ ମାନେ ଏବେ ଏହି ସଫଳତାରେ ଯୋଡ଼ି ହୋଇଛନ୍ତି । ଆମ ରାଜ୍ୟର ମିଲେଟ ମିଶନ ଏବେ ୧୯ଟି ଜିଲ୍ଲାରେ
Read More...

ମୟୂରଭଂଜରେ ଆରମ୍ଭ ହେଲା ମିଶନ୍‌ ଶକ୍ତି କାଫେ

ସାରା ରାଜ୍ୟରେ ମିଶନ୍‌ ଶକ୍ତି ମହିଳା ମାନେ ଏବେ ଉଦ୍ୟୋଗର କଥା କହୁଛନ୍ତି । ରାଜ୍ୟ ସରକାରଙ୍କ ସହଯୋଗ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟା ଯୋଗୁଁ କେବଳ ରାଜ୍ୟ ନୁହେଁ ଜାତୀୟ ସ୍ତରରେ ମିଶନ୍‌ ଶକ୍ତି ମହିଳା ମାନେ ନିଜର ପାରଦର୍ଶିତା ଦେଖାଉଛନ୍ତି । ଏହି ଉପକ୍ରମରେ ମୟୂରଭଂଜ ଜିଲ୍ଲାର
Read More...

 ଫସଲ ବୀମା ପଞ୍ଜୀକରଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ କୃଷି ଓ କୃଷକ ମାନଙ୍କର ଉନ୍ନତି ପାଇଁ କାର୍ଯ୍ୟ କରିଆସୁଛନ୍ତି ।ଚଳିତବର୍ଷ ରାଜ୍ୟ ସରକାର ଚାଷୀ ମାନଙ୍କ ଫସଲ ବୀମା ପ୍ରିମିୟମ ଚାଷୀଙ୍କ କିଛା ୨ ହେକ୍ଟର ଯାଏଁ ବହନ କରିବେ ବୋଲି ଘୋଷଣା କରାଯାଇଛି । ଫସଲ ବୀମା ଯୋଜନା ଅଧିନରେ କୃଷକମାନେ ପଞ୍ଜୀକରଣ କରିବା
Read More...