Browsing Tag

#naturalfarming

ଚାଷ ଜମି ପାଇଁ ଅମୃତ – ଜୀବାମୃତ

ଜୀବାମୃତ ଏକ ତରଳ ଜୈବିକ ଖତ ଯାହା ଜୈବିକ କୃଷି ପ୍ରଣାଳୀରେ ବ୍ୟବହାର କରାଯାଏ । ନାଇଟ୍ରୋଜେନ୍‌, ପଟାସ୍‌, କାର୍ବନ୍‌ ପରି ପୋଷକତତ୍ତ୍ୱ ଯୋଗାଇଲାପରି ଏକ ନୂତନ ଆରମ୍ଭ ଜୀବାମୃତ । ଏହା ଖୁବ ସହଜ ଓ ଶୀଘ୍ର କରାଯାଇପାରେ । ଯାହା ଚାଷ କ୍ଷେତରେ ବିଭିନ୍ନ ସାହାଯ୍ୟ କରେ । ଜୀବାମୃତ ସହିତ ଅନ୍ୟ…
Read More...