Browsing Tag

#kalia scholarship scheme

କାଳିଆ ଛାତ୍ରବୃତ୍ତି ଆବେଦନର ସମୟ ସୀମା ବୃଦ୍ଧି

ରାଜ୍ୟର କୃଷକମାନଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟ ସରକାର ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କାଳିଆ ଛାତ୍ରବୃତ୍ତି ଆବେଦନର ସମୟ ସୀମା ୮ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଯୋଜନା ଅନୁସାରେ ସମସ୍ତ ସରକାରୀ ଓ ବେସରକାରୀ AISHE ମାନର ଶିକ୍ଷାନୁଷ୍ଠାନ ସ‌ହ IIT, IIM, NIT,…
Read More...