Browsing Tag

#IFFCO

ଇଫକୋ ଦ୍ଵାରା ଭ୍ରାମ୍ୟମାଣ ମୃତ୍ତିକା ପରୀକ୍ଷାଗାର ଶୁଭାରମ୍ଭ

ଇଫକୋ ଭ୍ରାମ୍ୟମାଣ ପରୀକ୍ଷାଗାର ଶୁଭାରମ୍ଭ କରାଯାଇଛି। କୃଷି ଓ କୃଷକର ଉନ୍ନତି ପାଇଁ ଇଫକୋ ଅନବରତ ଉଦ୍ୟମ ଜାରିରଖିଛି। କମ ଖର୍ଚ୍ଚରେ କିପରି ଆଧୁନିକ ଜ୍ଞାନକୌଶଳରେ କୃଷି କାର୍ଯ୍ୟ କରିହେବ, ସେ ବିଷୟରେ ଇଫକୋ ବିଭିନ୍ନ ଉପାୟରେ ଚଷିଭାଇମାନଙ୍କୁ ସଚେତନ କରିଆସୁଅଛି। ଇଫକୋ…
Read More...