Browsing Tag

#Governor

ରାଜ୍ୟରେ ନାରୀ ମାନଙ୍କର କୃଷି କ୍ଷେତ୍ରରେ ଯୋଗଦାନ ଅତୁଳନୀୟ – ରାଜ୍ୟପାଳ

ଚାଷ, ପଶୁପାଳନ, ମତ୍ସ୍ୟପାଳନ ଆଦି ଜୀବନଜୀବିକା ର ପ୍ରମୁଖ ଆଧାର । ଗତ କିଛିବର୍ଷରେ ଏ କ୍ଷେତ୍ରରେ ହୋଇଥିବା ପ୍ରଗତି ଯୋଗୁ ଓଡ଼ିଶା ୬ଥର କେନ୍ଦ୍ର ସରକାରଙ୍କ ଠାରୁ 'କୃଷି କର୍ମଣ ପୁରସ୍କାର' ପାଇଛି । ରାଜ୍ୟରେ ନାରୀ ମାନଙ୍କର ମଧ୍ୟ ଏ କ୍ଷେତ୍ରରେ ଅବଦାନ ଅଧିକ ବୋଲି 'କୃଷି ଓଡ଼ିଶା ୨୦୨୪'ର…
Read More...

ଜୈବିକ କୃଷିକୁ ପ୍ରାଧାନ୍ୟ ଦେବା ନିମନ୍ତେ ରାଜ୍ୟପାଳଙ୍କ ପରାମର୍ଶ

କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ନିମନ୍ତେ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି l କିନ୍ତୁ ତାର ପୂର୍ଣ୍ଣ ଉପଯୋଗ ନହେବା ଚିନ୍ତାର ବିଷୟ l ଯୋଜନାର ଲାଭ ନେବା ପାଇଁ ବିଭିନ୍ନ ସ୍ତରରେ ଜନସଚେତନତା ଦରକାର l ଏଥିରେ ପ୍ରଶାସନ ପକ୍ଷରୁ ବ୍ଯାପକ ସଚେତନତା ସୃଷ୍ଟି ହେବା…
Read More...