ଜୈବିକ କୃଷିକୁ ପ୍ରାଧାନ୍ୟ ଦେବା ନିମନ୍ତେ ରାଜ୍ୟପାଳଙ୍କ ପରାମର୍ଶ

0

କୃଷି ଓ କୃଷକଙ୍କ ସାମଗ୍ରିକ ବିକାଶ ନିମନ୍ତେ କେନ୍ଦ୍ର ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି l କିନ୍ତୁ ତାର ପୂର୍ଣ୍ଣ ଉପଯୋଗ ନହେବା ଚିନ୍ତାର ବିଷୟ l ଯୋଜନାର ଲାଭ ନେବା ପାଇଁ ବିଭିନ୍ନ ସ୍ତରରେ ଜନସଚେତନତା ଦରକାର l ଏଥିରେ ପ୍ରଶାସନ ପକ୍ଷରୁ ବ୍ଯାପକ ସଚେତନତା ସୃଷ୍ଟି ହେବା ଆବଶ୍ୟକ l ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ ସହ ଜୈବିକ ଚାଷ ଉପରେ ଗୁରୁତ୍ବ ଦେବାକୁ ମାନ୍ୟବର ରାଜ୍ୟପାଳ ନୟାଗଡ଼ ଜିଲ୍ଲାର ନନ୍ଦିଘୋର ଗ୍ରାମ ପଞ୍ଚାୟତରେ ଚାଷୀ ଓ ଗ୍ରାମବାସୀଙ୍କ ସହ ବାର୍ତ୍ତାଳାପରେ କହିଛନ୍ତି l

nano urea

Leave A Reply

Your email address will not be published.

two × four =