Browsing Tag

#farmers

ଚୌଧୁରୀ ଚରଣ ସିଂ ଏବଂ ଏମଏସ ସ୍ଵାମୀନାଥନଙ୍କୁ ଭାରତ ରତ୍ନ ପ୍ରଦାନ

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କୃଷକ ନେତା ଚୌଧୁରୀ ଚରଣ ସିଂ ଏବଂ ଜଣେ ଦକ୍ଷ ବୈଜ୍ଞାନିକ ତଥା ସବୁଜ ବିପ୍ଳବର ଜଣେ ବିଶ୍ୱସ୍ତରୀୟ ନେତା ଭାବରେ ପରିଚିତ ଏମଏସ ସ୍ଵାମୀନାଥନଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ' ପ୍ରଦାନ କରାଯିବ । ଆମ ଦେଶରେ କୃଷି ଓ କୃଷକଙ୍କ କଲ୍ୟାଣରେ
Read More...

ପୁଣି ଥରେ ଫୋକସ୍‌ରେ କୃଷି ଓ କୃଷକ

କୃଷି ଓ କୃଷକ ମାନଙ୍କ ବିକାଶକୁ ସୁବବେଳେ ପ୍ରାଧାନ୍ୟ ଦେଇଆସିଛନ୍ତି ରାଜ୍ୟ ସରକାର । ଚାଷ ଜମିରେ ସବୁଜିମାର ମହକ ବୁଣିବା ଠାରୁ ଆରମ୍ଭ କରି ଚାଷୀଙ୍କ ହାତ ମୁଠାକୁ ସଶକ୍ତ କରିବା ଯାଏଁ ସୁବବେଳେ ରାଜ୍ୟ ସରକାରଙ୍କ ଫୋକସ୍‌ ରେ ଥାଏ କୃଷି । ଚାଷୀ ହିଁ ସମାଜ ଓ ସଭ୍ୟତାର ପ୍ରମୁଖ ସାରଥୀ ।
Read More...

ପିଏମ-କିସାନ ଅଧୀନରେ ୧୧୦ ମିଲିୟନ ଚାଷୀ ଉପକୃତ

ପିଏମ-କିସାନ ଯୋଜନା ମାଧ୍ୟମରେ କୃଷକଙ୍କ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ଫେବୃଆରୀ ୨୦୧୯ ରେ ଆରମ୍ଭ ହୋଇଥିବା ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଙ୍କ ଦ୍ଵାରା ରାଜ୍ୟସଭାରେ ଘୋଷଣା କରାଯାଇଥିଲା । ଏହି ଯୋଜନା ଅନୁଯାୟୀ, ପ୍ରତି
Read More...

୨୦୨୪ ବଜେଟରେ ସୁଲଭ ଗୃହ, ସବୁଜ ଅଭିବୃଦ୍ଧି ଏବଂ କ୍ୟାପେକ୍ସ ବୃଦ୍ଧିକୁ ଧ୍ୟାନ

ମଧ୍ୟବର୍ତ୍ତୀ ବଜେଟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପୁଞ୍ଜି ବ୍ୟୟ ପାଇଁ ବିନିଯୋଗ ୧୧,୧୧,୧୧୧ କୋଟି ଐତିହାସିକ ଉଚ୍ଚକୁ ନିଆଯାଇଛି । କୃଷକଙ୍କ ଆୟ ବୃଦ୍ଧି ପାଇଁ ପ୍ରୟାସ ବୃଦ୍ଧି ପାଇବ ଏବଂ ସାର ଆମଦାନୀ ଓ ସବସିଡି ହ୍ରାସ କରିବାକୁ ସରକାର ନାନୋ DAP କୁ ଶୀଘ୍ର ଗ୍ରହଣ
Read More...

କାଳିଆ ଛାତ୍ରବୃତ୍ତି ଆବେଦନର ସମୟ ସୀମା ବୃଦ୍ଧି

ରାଜ୍ୟର କୃଷକମାନଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟ ସରକାର ୨୦୨୩-୨୪ ଶିକ୍ଷାବର୍ଷ ପାଇଁ କାଳିଆ ଛାତ୍ରବୃତ୍ତି ଆବେଦନର ସମୟ ସୀମା ୮ ଫେବୃଆରୀ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ଯୋଜନା ଅନୁସାରେ ସମସ୍ତ ସରକାରୀ ଓ ବେସରକାରୀ AISHE ମାନର ଶିକ୍ଷାନୁଷ୍ଠାନ ସ‌ହ IIT, IIM, NIT,
Read More...

ଫସଲ ବିବିଧିକରଣ ପୋଗ୍ରାମ ତାଲିମ ପ୍ରଦାନ

କୋରାପୁଟର କୋଟପଦର ମୋକାଗାଁ ଏବଂ ମୁଣ୍ଡାଗୁଡା ଗାଁର କୃଷକମାନଙ୍କୁ ବୃହତ ଉଠା ଜଳସେଚନ ପ୍ରକଳ୍ପ ଅଧୀନରେ ଫସଲ ବିବିଧିକରଣ ପ୍ରୋଗ୍ରାମ୍ ଅନ୍ତର୍ଗତ ଧାନ ବଦଳରେ ଅନ୍ୟ ଫସଲ କ୍ରୟ, ଅମଳ ପରବର୍ତ୍ତୀ ନିୟନ୍ତ୍ରଣ ଏବଂ ମୂଲ୍ୟ ଯୋଗ ଉପରେ ତାଲିମ ଦିଆଯାଇଛି । ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ ଅଧୀନରେ
Read More...