Browsing Tag

#chillies

ଖାଉଟି କଲବଲ !! ଲଙ୍କା ଦର ୪୦୦ ପାର୍‌

ଏଇ କିଛି ଦିନ ହେବ ବଜାରରେ ଲୋକ ପରିବା କିଣିବାକୁ ଡ଼ରୁଛନ୍ତି । ଆପଣ ୧୦୦୦ଟଙ୍କା ନେଇ ଗଲେ ବି ବ୍ୟାଗ ଭର୍ତ୍ତି ହେଉନି । ବଜାରର କୋ÷ଣସି ପନିପରିବା ଏବେ ଛୁଇଁ ହେଉନି । ହଠାତ୍‌ ଏମିତି ଦରଦାମ ବୃଦ୍ଧି ଯୋଗୁଁ ଖାଉଟି ମାନେ କଲବଲ ହେଉଛନ୍ତି । ପନିପରିବା ଆମ ଖାଦ୍ୟପେୟର ମୁଖ୍ୟ ଅଂଶ । ଏମିତି…
Read More...