ଚାଷୀଙ୍କ ଖାତାକୁ ଯିବ ୮୦୦ ଟଙ୍କାର ବୋନସ୍
ବରଗଡ଼ର ସୋହେଲାଠାରେ ଧାନର ଇନ୍ପୁଟ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ। ୨୩୦୦ ଟଙ୍କାର ଏମଏସପି ଏବଂ ୮୦୦ ଟଙ୍କାର ଇନପୁଟ ସହାୟତା ମୂଲ୍ୟ ସହ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ମିଳିବ ୩୧୦୦ ଟଙ୍କା। ୨୦୨୪!-->…
Read More...
Read More...