Browsing Tag

#2023

ଭୁବନେଶ୍ୱରରେ ଶୁଭାରମ୍ଭ ହେଲା ଆନ୍ତର୍ଜାତୀୟ ତୋଷାଳୀ ମେଳା

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ଜନତା ମଇଦାନଠାରେ ୧୮ତମ ଜାତୀୟ ହସ୍ତଶିଳ୍ପ ମେଳା ତୋଷାଳୀ-୨୦୨୩ ର ଉଦଘାଟନ କରିଛନ୍ତି। ମେଳାର ଉଦଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ କଳା ଓ ସଂସ୍କୃତିର ଉତ୍ସବକୁ ପ୍ରେରଣା, ସୃଜନଶୀଳତା ଏବଂ ଅର୍ଥନୈତିକ ସଶକ୍ତିକରଣର ଉତ୍ସ ହୋଇ…
Read More...