କାର୍ଯ୍ୟକ୍ଷମ ହେବ ଅଚଳ ଜଳସେଚନ ପ୍ରକଳ୍ପ

ଓଡ଼ିଶାର ବହୁ ଅଞ୍ଚଳରେ କାମରେ ଲାଗୁନି ଜଳସେଚନ ପ୍ରକଳ୍ପ । ଜଳଭଣ୍ଡାର ନିକଟରେ ଟାଙ୍ଗରା ପଡିଛି ଜମି। କେଉଁଠି ମୋଟର ପୋଡି ଯାଇଛି ତ ଆଉ କେଉଁଠି ପାଇପ ଫାଟି ଆଁ କରିଛି । ଆଉ କିଛି ସ୍ଥାନରେ ବିଦ୍ୟୁତ ସଂଯୋଗ ହୋଇନଥିବା ବେଳେ କେଉଁଠି ମୋଟର ଥାଇ ପାଣି ଉଠୁନି। ଏହିପରି ଅଚଳ
Read More...

ଦାରିଙ୍ଗବାଡି ହେବ ଚେରି ବ୍ଲସମ୍ ସ୍ପଟ୍

ଓଡ଼ିଶାର ଦାରିଙ୍ଗବାଡି ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ପରିଚିତ। ଏଠାରେ ଏକ ଚେରି ବ୍ଳସମ୍ ଉଦ୍ୟାନ କରି ଏହାକୁ ଆହୁରି ଆକର୍ଷଣୀୟ ସୌନ୍ଦର୍ଯ୍ୟରେ ପରିପୂର୍ଣ କରିବା ପାଇଁ ପ୍ରୟାସ ଜାରି ରଖିଛି ଜଙ୍ଗଲ ଓ ପରିବେଶ ବିଭାଗ। କିନ୍ତୁ ବର୍ତ୍ତମାନ ମେଘାଳୟରୁ ୧ ହଜାର ଗଛ ଆଣି ଦାରିଙ୍ଗବାଡିରେ
Read More...

ହଳଦୀର ବର୍ଦ୍ଧିତ ଅମଳ ପାଇଁ, ସଠିକ୍ ଜମି ପ୍ରସ୍ତୁତ ନିତାନ୍ତ ଜରୁରୀ

ରାଜ୍ୟରେ ଜଳବାୟୁ ଓ ମାଟି ହଳଦୀ ଚାଷ ପାଇଁ ବେଶ୍ ଉପଯୁକ୍ତ। ଏହାକୁ ସମୁଦ୍ର ପତ୍ତନ ଠାରୁ ୧୨୦୦ ମିଟର ପର୍ଯ୍ୟନ୍ତ ଉଚ୍ଚ ସ୍ଥାନ ରେ ଚାଷ କରାଯାଇପାରିବ। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରତି ବର୍ଷ ହଳଦୀ ଚାଷ କରାଯାଇଥାଏ। ଉଭୟ ଜଳସେଚିତ ଓ ଅଣଜଳସେଚିତ ଜମିରେ ହଳଦୀକୁ ଚାଷ
Read More...

ମହିଳାଙ୍କୁ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ କରୁଛି ଓଡ଼ିଶା ମିଲେଟ୍ସ ମିଶନ

ମିଲେଟ୍ କୁ ରାଜ୍ୟରେ ଆହୁରି ଲୋକପ୍ରିୟ କରିବା ସହ ଏହାକୁ ସମସ୍ତଙ୍କ ଥାଳିରେ ସ୍ଥାନ ଦେବାକୁ ମିଶନ ମୋଡ଼ରେ କାମ କରୁଛି ରାଜ୍ୟ ସରକାରଙ୍କ ଓଡ଼ିଶା ମିଲେଟ୍ସ ମିଶନ। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳାଙ୍କୁ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ କରିବା ଉଦ୍ଦେଶ୍ୟରେ ଓଡ଼ିଶା ମିଲେଟ୍ସ ମିଶନ
Read More...

ନିୟମଗିରି ସପୁରିର ଅଭାବୀ ବିକ୍ରି

ନିୟମଗିରି ପାହାଡ଼ର ଜଙ୍ଗଲ ଭିତରେ ରହୁଥିବା ଅନେକ ଆଦିବାସୀ ସଂପ୍ରଦାୟର ଲୋକମାନେ ସପୁରି ଚାଷକୁ ନିଜର ବୃତ୍ତି ଭାବୁଛନ୍ତି। ଏହି ଅଞ୍ଚଳରେ ଉତ୍ପାଦନ ହେଉଥିବା ସପୁରୀର ଚାହିଦା ଅଧିକ ରହିଥିଲେ ମଧ୍ୟ ଏହାର ଅଭାବୀ ବିକ୍ରି ପାଇଁ ଚାଷ କରୁଥିବା ଆଦିବାସୀ ଲୋକମାନେ ଉଚିତ୍ ମୂଲ୍ୟ
Read More...