Browsing Tag

#odisha

ବିକଶିତ ଭାରତର ଆଧାର ହେଉଛି ଉଭୟ ଗାଁ ଓ ଚାଷୀ – ରାଜ୍ୟପାଳ

ବିକଶିତ ଭାରତର ଆଧାର ହେଉଛି ଗାଁ । ଉଭୟ ଗାଁ ଓ ଚାଷୀଙ୍କ ବିକାଶ ହିଁ ବିକଶିତ ଭାରତର ସୂତ୍ର ଭାବରେ ପରିଚିତ । ନୂଆପଡ଼ାର ମିଛପଲ୍ଲୀରେ ଚାଷୀ ଓ ଗ୍ରାମବାସୀଙ୍କ ସହ ବାର୍ତ୍ତାଳାପରେ ଜୈବିକ ଚାଷକୁ ପ୍ରାଧାନ୍ୟ ଦେବାକୁ ମାନ୍ୟବର ରାଜ୍ୟପାଳ ଏହା କହିବା ସହ ଲୋକମାନଙ୍କ ଅଭାବ ଅଭିଯୋଗ ଶୁଣି ଏହାର…
Read More...

ମିଶନ ଶକ୍ତି ମାଆଙ୍କ ସ୍ବପ୍ନ ସାକାର କଲେ ମୁଖ୍ୟମନ୍ତ୍ରୀ

ମିଶନ ଶକ୍ତି ମାଆଙ୍କ ମନରେ ଥିବା ସ୍ବପ୍ନକୁ ସାକାର କରିବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲିଠାରୁ ତିନି ଦିନିଆ ଦୁବାଇ ଗସ୍ତରେ ରାଜ୍ୟର ୧୧ ଜିଲ୍ଲାର ୩୫ ଜଣ ମାଆ ଯାତ୍ରା କରିବାକୁ ଯାଉଛନ୍ତି। ଏକ୍ସପୋଜର ଭିଯିଟରେ ମାଆମାନେ ବିଦେଶ ଗସ୍ତରେ ଯାଉଥିବା ବେଳେ…
Read More...

୨୦୦ ଚାଷୀଙ୍କୁ ମିଳିଲା ରାଜ୍ୟପାଳଙ୍କ ଆଶ୍ଵାସନା

ରାଜ୍ୟପାଳ ରଘୁବର ଦାସ ବରଗଡ଼ ଜିଲ୍ଲା ଅତାବିରାରେ ଚାଷୀଙ୍କୁ ଭେଟିଥିଲେ । ଅତାବିରା ଆରଏମସି ଗେଟ ନିକଟରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ କିଛି ଚାଷୀ ପ୍ରଶାସନକୁ ଅନୁରୋଧ କରିଥିଲେ । ହେଲେ ପ୍ରଶାସନ ମନା କରିଦେଇଥିଲା। ତେବେ ରାଜ୍ୟପାଳ ଚାଷୀମାନଙ୍କୁ ଦେଖି ଗାଡ଼ି ଅଟକାଇ ନିଜେ ଓହ୍ଲାଇ ଆସି…
Read More...

ଜାତୀୟ କୃଷକ ଦିବସ ଉପଲକ୍ଷେ କୃଷକ ଭାଇ ଓ ଭଉଣୀ ମାନଙ୍କୁ ଅନେକ ଶୁଭେଚ୍ଛା

ଜଣେ କୃଷକ କେବଳ ଜଣେ କୃଷକ ନୁହଁନ୍ତି, ସେ ହେଉଛନ୍ତି ମାନବ ସଭ୍ୟତାର ପ୍ରତିଷ୍ଠାତା । ସେମାନଙ୍କୁ ବିଭିନ୍ନ ସମୟରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତଥାପି ସେ ହାର ନମାନି ନିଜର କୃଷି ପ୍ରତି ଥିବା ଭଲପାଇବାକୁ ଆପଣାଇ ନେଇଥାନ୍ତି । ଶୀତଦିନର ଥଣ୍ଡା ଏବଂ ଗ୍ରୀଷ୍ମର ଉତ୍ତାପ…
Read More...

ହଳଦୀପତ୍ରରେ ମହକୁଛି ରାଜଧାନୀ

ଆସନ୍ତା କାଲି ହେଉଛି ପ୍ରଥମାଷ୍ଟମୀ । ଏହା ଘରେ ଘରେ ପାଳନ ହେବା ସହ ପିଠା ପଣା ଇତ୍ୟାଦିରେ ଘର ମହକି ଉଠେ । ଖାସ୍ କରି ଏଣ୍ଡୁରି ପିଠା ଏହି ପର୍ବରେ କରାଯାଇଥାଏ। ଏହା ସାଧାରତଃ ହଳଦୀ ପତ୍ର ରେ ତିଆରି କରାଯାଇଥାଏ। ସେଥିପାଇଁ ବଜାରରେ ହଳଦୀ ପତ୍ର ର ବେପାର ଆରମ୍ଭ ହେଲାଣି । ଦେଖିବାକୁ ଗଲେ…
Read More...

ଆସନ୍ତା ସମ୍ଭାବ୍ୟ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗର ସୂଚନା

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଚଳିତ ଡିସେମ୍ବର ୫ ତାରିଖରୁ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ କେତେକ ଜିଲ୍ଲାରେ ଯଥା :- ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଅନ୍ୟ କେତେକ ଜିଲ୍ଲାରେ…
Read More...

ମନମୋହୁଛି ଶିମିଳିପାଳର ଦୁର୍ଲଭ ଅର୍କିଡ୍

ଅର୍କିଡ୍ ହେଉଛି ଏକପ୍ରକାର ଲତା ପ୍ରଜାତିର ଗଛ। ଓଡ଼ିଶାରେ ଏହା ମଦାଙ୍ଗ ବା ମଲାଙ୍ଗ ଭାବେ ପରିଚିତ। ଏହା ସାଧାରଣତଃ ଫେବୃୟାରୀରୁ ଅକ୍ଟୋବର ମଧ୍ୟରେ ଏହି ଫୁଲ ଅଧିକ ମାତ୍ରାରେ ଫୁଟିଥାଏ। ଏହି ଫୁଲ ଥରେ ଫୁଟିଲେ, ମାସେ ପର୍ଯ୍ୟନ୍ତ ସତେଜ ରହିଥାଏ। ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି । ସେଥିପାଇଁ…
Read More...

ରାଜ୍ୟରେ କମୁଛି କେନ୍ଦୁପତ୍ର ଉତ୍ପାଦନ ହାର

ଓଡ଼ିଶାର ଅଧିକାଂଶ ଜଙ୍ଗଲ ମାନଙ୍କରେ କେନ୍ଦୁପତ୍ର ଉତ୍ପାଦନ ହାର କ୍ରମାଗତ ଭାବରେ ହ୍ରାସ ପାଉଥିବା ଏବେ ସାଧାରଣରେ ବ୍ୟବସାୟୀ ମାନଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି । ମିଳିଥିବେ ସୂଚନା ଅନୁଯାୟୀ ଚଳିତ ବର୍ଷ ମୋଯ ୨ଲକ୍ଷ କୁଇଣ୍ଟାଲ କେନ୍ଦୁପତ୍ର ସଂଗ୍ରହ କରାଯାଇଥିବା ବେଳେ ମୋଟ ୧୯୬ କୋଟି…
Read More...