Browsing Tag

#nayagarh

ନୟାଗଡ଼ରେ କାର୍ଯ୍ୟକ୍ଷମ ହେବ ବୃହତ ଜଳସେଚନ ପ୍ରକଳ୍ପ

କୃଷକ ଦେଶର ମେରୁଦଣ୍ଡ। କୃଷକର ଉନ୍ନତିରେ ଦେଶର ପ୍ରଗତି। ତେଣୁ କୃଷକମାନଙ୍କ ଉନ୍ନତି ତଥା ଉନ୍ନତଧରଣର ଚାଷ ପ୍ରଣାଳୀ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଚାଷ ଜମିଗୁଡିକ ଜଳ ସେଚିତ ହୋଇ ପାରିଲେ ସୁବିଧାରେ ଅଧିକ ପରିମାଣର ଫସଲ ଅମଳ ହେବା ସହ ଚାଷୀଙ୍କର ଉନ୍ନତି…
Read More...

ବିଶ୍ବ ଛେନାପୋଡ଼ ଦିବସ

ଓଡ଼ିଶାର ଏକ ସ୍ବତନ୍ତ୍ର ତଥା ସୁଆଦିଆ ମିଠା ହେଉଛି ଛେନାପୋଡ଼। ଛେନାପୋଡ଼ର ଆକ୍ଷରିକ ଅର୍ଥ ହେଉଛି ପୋଡ଼ା ଯାଇଥିବା ଛେନା ବା ପୋଡ଼ିକରି ତିଆରି କରାଯାଇଥିବା ଛେନାରେ ତିଆରି ଏକ ମିଠା। ବାଦାମୀ ହେବାଯାଏଁ ଏହାକୁ ପୋଡ଼ାଯାଇ ତିଆରି କରାଯାଇଥାଏ । ଘରେ ଘରେ ପରିଚିତ ଏହି ମିଠାକୁ ସବୁ…
Read More...