ରାଜ୍ୟ ସରକାରଙ୍କ ଫସଲ ବୀମା ଯୋଜନା ପଂଜିକରଣର ଶେଷ ତାରିଖ ଆଜି
ଚାଷୀ ପଂଜିକରଣ ନେଇ ଜୁଲାଇ ୩୧ ତାରିଖ ଶେଷ ତାରିଖ ଥିବା ବେଳେ ଏହାର ଅବଧିକୁ ଅଗଷ୍ଟ ୫ ଯାଏଁ ବଢ଼ାଇଦିଆଯାଇଥିଲା । ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ୍ତ ଫସଲ ବୀମା ଯୋଜନାରେ ଚାଷୀ ଭାଇ ମାନେ ପଂଜିକରଣ କରନ୍ତୁ । ଚଳିତ ଖରିଫରେ ୨ ହେକ୍ଟର ଯାଏଁ ଆଠ ଟି ବୀମାଯୁକ୍ତ ଫସଲର ପ୍ରିମିୟମ ଭରିବେ!-->…
Read More...
Read More...