Browsing Category

ଶ୍ୟାମଳ ସୁବର୍ଣ୍ଣ ବ୍ୟୁରୋ

ସିଏମ କିଷାନ୍ : ଓଡ଼ିଶାର ଚାଷୀଙ୍କୁ ସରକାରଙ୍କ ବଡ଼ ଭେଟି

ପଶ୍ଚିମ ଓଡ଼ିଶାର କୃଷିଭିଭିକ ଗଣପର୍ବ ନୂଆଁଖାଇ ଅବସରରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତୀକ୍ଷିତ ସିଏମ୍ କିଷାନ ଯୋଜନା। ଓଡ଼ିଶାର ଚାଷୀମାନଙ୍କୁ ବିଜେପି ସରକାର ଅର୍ଥାତ୍ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୃଷି ଭିତ୍ତିକ ଆର୍ଥିକ ସହାୟତା ଯୋଜନା ' ସିଏମ କିଷାନ୍ '
Read More...

କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ

ନୂଆଖାଇ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ। ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ। ଏହି ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିବା ସହ ଯୁଗ୍ମ ପରିବାରରେ ତଥା ସମଗ୍ର ଗ୍ରାମରେ ସାମୁହିକ ଭାବେ ମଧ୍ୟ
Read More...

ବିଧାନସଭାରେ ଜୈବିକ କୃଷିକୁ ନେଇ ପ୍ରଶ୍ନ କଲେ ବିଧାୟକ

ରାଜ୍ୟରେ ଜୈବିକ ଚାଷର ଭାର କମ୍ ରହିଛି, ଚାଷୀମାନେ ଚାଷରେ ଅଧିକ ମାତ୍ରାରେ ରାସାୟନିକ ସାର ପ୍ରୟୋଗ କରିବାରେ ଲାଗିଛନ୍ତି। ଯାହାଦ୍ୱାରା ମାଟିର ଉର୍ବରତା କମ୍ ହେବାରେ ଲାଗିଛି। ଅଧିକ ରାସାୟନିକ ସାର ପ୍ରୟୋଗ ଦ୍ଵାରା ରାଜ୍ୟରେ କର୍କଟ ରୋଗ ବୃଦ୍ଧି ହେବାରେ ଲାଗିଛି। ତେଣୁ ବିଧାୟକ
Read More...

ଚାଷରେ ସାର ପ୍ରୟୋଗ କ୍ୟାନସର ରୋଗର ପ୍ରମୁଖ କାରଣ

ଚାଷରେ ରାସାୟନିକ ସାର ପ୍ରୟୋଗ ଦ୍ୱାରା ଉତ୍ପାଦିତ ଶସ୍ୟରେ ରୋଗ ପ୍ରତିରୋଧକ ଶକ୍ତି କମ୍ ହେବା ସହ ପୁଷ୍ଟିତତ୍ୱ ମଧ୍ୟ କମ୍ ହେବାରେ ଲାଗିଛି। ସାର ପ୍ରୟୋଗ ଦ୍ଵାରା ଶସ୍ୟ ଉତ୍ପାଦନ ବୃଦ୍ଧି ହେଉଛି, କିନ୍ତୁ ମାଟିର ଉର୍ବରତା ଧିରେ ଧିରେ କମ୍ ହେବାରେ ଲାଗିଛି। ତେଣୁ ସାରା ରାଜ୍ୟରେ
Read More...

କୃଷି ଭବନରେ ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷ ଉଦ୍ଘାଟନ

ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କୃଷି ଭବନରେ ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷର ଉଦ୍ଘାଟନ କରିଛନ୍ତି। ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ରାଜ୍ୟ କାର୍ଯ୍ୟ ଯୋଜନାର କାର୍ଯ୍ୟକାରିତା ଏବଂ ତଦାରଖ ପାଇଁ ଜଳବାୟୁ ଅନୁକୂଳ ଅନୁଶୀଳନ କକ୍ଷର ପ୍ରତିଷ୍ଠା କରାଯାଇଛି।
Read More...