Browsing Category

ଶ୍ୟାମଳ ସୁବର୍ଣ୍ଣ ବ୍ୟୁରୋ

କୃଷି ବିଦ୍ୟାନିଧି ଯୋଜନା : ଧନ୍ଦାମୂଳକ ତଥା ବୈଷୟିକ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା

କୃଷକ ପରିବାରର ମେଧାବୀ ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଅର୍ଥ ବାଧକ ନହେବା ପାଇଁ ସି.ଏମ୍ କିଷାନ ଯୋଜନାର ହିତାଧିକାରୀଙ୍କ ପିଲାମାନେ "କୃଷି ବିଦ୍ୟାନିଧି ଯୋଜନା" ଦ୍ବାରା ଧନ୍ଦାମୂଳକ ତଥା ବୈଷୟିକ ଶିକ୍ଷା ନିମନ୍ତେ ଆର୍ଥିକ ସହାୟତା ପାଇପାରିବେ। କ୍ଷୁଦ୍ର, ନାମମାତ୍ର
Read More...

ଚାଷ ଜମିକୁ ଜଳ, ଚାଷୀଙ୍କୁ ଦେବ ବଳ

ଜଳ ଏବଂ ମୃତ୍ତିକା କୃଷି ପାଇଁ ଅନିବାର୍ଯ୍ୟ ଉପାଦାନ। କୃଷି ପଦ୍ଧତିରେ ମୃତ୍ତିକା ଓ ଜଳ ସଂରକ୍ଷଣ କରିହେବ। ରାଜ୍ୟର ଅନେକ ସ୍ଥାନରେ ଜଳସେଚନର ଅଭାବ ଦେଖାଦେଉଛି। ଯାହାଦ୍ବାରା ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ଚାଷୀମାନଙ୍କୁ ନିରାଶ ହେବାକୁ ପଡୁଛି। ତେଣୁ ସେହି
Read More...

ପ୍ୟାକ୍ସ ଓ ଲ୍ୟାମ୍ପସ୍‌ ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ଅର୍ଥ ମଞ୍ଜୁର

ଭିତ୍ତିଭୂମିର ବିକାଶ ପାଇଁ ରାଜ୍ୟ ସରକାର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଏବଂ ବୃହଦାକାର ଆଦିବାସୀ ବହୁମୁଖୀ କୃଷି ସମବାୟ ସମିତି (ଲ୍ୟାମ୍ପସ୍‌)ର ଭିତ୍ତିଭୂମିରେ ବ୍ୟାପକ ରୂପାନ୍ତର ଆଣିବା ପାଇଁ ସମବାୟ ବିଭାଗ ପକ୍ଷରୁ ଅର୍ଥ
Read More...

ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟରେ ମିଲାପ୍ -୨୦୨୪ ଅନୁଷ୍ଠିତ

ସେଞ୍ଚୁରୀୟନ୍ ବିଶ୍ଵବିଦ୍ୟାଳୟରେ ମିଲାପ୍ - ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହି ମିଲାପ୍ କାର୍ଯ୍ୟକ୍ରମ ମତ୍ସ୍ୟ ମହାବିଦ୍ୟାଳୟ ତରଫରୁ ଅନୁଷ୍ଠିତ କରାଯାଇଥିଲା। ରାଜ୍ୟର କୋଣ ଅନୁକୋଣରେ ଧିରେ ଧିରେ ଚାଷ କାର୍ଯ୍ୟ ଅର୍ଥାତ୍ କେବଳ ଧାନ, ଗହମ, ମାଣ୍ଡିଆ ଜାତୀୟ ଚାଷ ନୁହଁ ବରଂ
Read More...

ଚାଷୀ ଭାଇ ଏ ରାଜ୍ୟର ସାରଥୀ : ମୁଖ୍ୟମନ୍ତ୍ରୀ

ଓଡ଼ିଶା ଏକ କୃଷି ଭିତ୍ତିକ ରାଜ୍ୟ ଭାବେ ପରିଚିତ। ରାଜ୍ୟରେ ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରି ଜୀବିକା ନିର୍ବାହ କରୁଛନ୍ତି ଏବଂ ଓଡ଼ିଶାରେ ଦିନକୁ ଦିନ ସମସ୍ତ ପ୍ରକାରର ଚାଷ ଦେଖିବାକୁ ମିଳୁଛି। ଓଡ଼ିଶା ବର୍ତ୍ତମାନ ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଚିତ ହୋଇପାରିଛି କେବଳ
Read More...

ପୁଷ୍ଟିଶସ୍ୟ ବିହନ କେନ୍ଦ୍ର ଦେଉଛି ରୋଜଗାର

କୋରାପୁଟ, ମାଲକାନଗିରି, ରାୟଗଡ଼ା ଗଜପତି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ସୁନ୍ଦରଗଡ଼ ଏବଂ ମୟୂରଭଞ୍ଜ ଭଳି ବର୍ତ୍ତମାନ ରାଜ୍ୟର ୧୫ଟି ଜିଲ୍ଲାର ୮୪ଟି ବ୍ଲକରେ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକାରୀ ହେଉଛି। ଏହା ଅଧୀନରେ ମାଣ୍ଡିଆର ଚାଷଠାରୁ ଆରମ୍ଭ କରି ଅମଳ ଓ ବିକ୍ରି ପର୍ଯ୍ୟନ୍ତ
Read More...

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ ବ୍ଲକସ୍ତରୀୟ ବିସ୍ମୃତ ଖାଦ୍ୟ ମେଳା ଅନୁଷ୍ଠିତ

ଆସନ୍ତା ୧୦ ଓ ୧୧ ତାରିଖରେ ହେବାକୁ ଥିବା ଆନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ଖାଦ୍ୟ ସମ୍ମିଳନୀରେ ' ବିଶ୍ବର ବିସ୍ମୃତ ଖାଦ୍ୟ ଶସ୍ୟର ସ୍ଥିତି ଏବଂ ସମସ୍ୟା ' ସମ୍ପର୍କିତ ବିଷୟବସ୍ତୁ ନେଇ ଆଲୋଚନା କରାଯିବାର ଲକ୍ଷ୍ୟ ରହିଛି। ଏତଦ୍ ବ୍ୟତୀତ ପୁଷ୍ଟିଶସ୍ୟ ଏବଂ ବିସ୍ମୃତ
Read More...