Browsing Category
ଶ୍ୟାମଳ ସୁବର୍ଣ୍ଣ ବ୍ୟୁରୋ
ଗ୍ରାମବାସୀଙ୍କୁ ସ୍ବାବଲମ୍ବୀ କରୁଛି ଲଙ୍କା ଚାଷ
କେନ୍ଦୁଝର ଜିଲ୍ଲାର ଝୁମ୍ପୁରା ବ୍ଲକ ଅଞ୍ଚଳର ୧୦ ରୁ ଅଧିକ ଗ୍ରାମବାସୀ ପାଠ ପଢି ମଧ୍ୟ ଦିନ ମଜୁରିଆ କାମ କରି ନିଜର ଭରଣ ପୋଷଣ କରୁଥିଲେ। ନିଜର ପରିବାର ପୋଷିବା ଏବଂ ପେଟକୁ ଦାନା ଯୋଗାଇବା ପାଇଁ ଜଙ୍ଗଲ ଓ ଜଙ୍ଗଲଜାତୀୟ ଦ୍ରବ୍ୟ ଉପରେ ନିର୍ଭର କରିଥିଲେ ସେମାନେ। କିନ୍ତୁ!-->…
Read More...
Read More...
ମିଲେଟ୍ ଶକ୍ତି କାଫେ ପରିଭ୍ରମଣ କଲେ ବିହାର କୃଷି ସଚିବ
ଓଡ଼ିଶାର ମିଲେଟ୍ ଶକ୍ତି କା ବିଶେଷ କରି ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ଦ୍ଵାରା ପରିଚାଳିତ କରାଯାଉଛି। ଏହି କାଫେ ରାଜ୍ୟର ବିଭିନ୍ନ ମୁଖ୍ୟ ସ୍ଥାନମାନଙ୍କରେ ଖୋଲାଯାଇଛି, ଯାହାକି ରାଜ୍ୟ ଏବଂ ବାହାର ରାଜ୍ୟର ଆଦରଣୀୟ ହୋଇପାରିଛି। ଅଧିକାଂଶ ଲୋକ ମିଲେଟ୍ ଶକ୍ତି କାଫେର!-->…
Read More...
Read More...
ବାଲିଯାତ୍ରାରେ ସ୍ଵଂୟ ସହାୟକ ଗୋଷ୍ଠୀ ଦ୍ଵାରା ପ୍ରସ୍ତୁତ ଘରକରଣା ସାମଗ୍ରୀର ଚାହିଦା
ଓଡ଼ିଶାର କଟକ ମହାନଦୀ ବେଳାଭୂମିରେ ଅନୁଷ୍ଠିତ ଐତିହାସିକ ବାଲିଯାତ୍ରା ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି ମେଳା ବର୍ଷକୁ ବର୍ଷ ବେଶ୍ ରୋମାଞ୍ଚକର ହେବା ସହ ସାରା ରାଜ୍ୟ ଏବଂ ରାଜ୍ୟ ବାହାରେ ମଧ୍ୟ ଏକ ଶ୍ରେଷ୍ଠ ଯାତ୍ରା ଭାବେ ପରିଚିତ!-->…
Read More...
Read More...
ଅନୁଗୋଳ ଜିଲ୍ଲାର ତାଳଚେର ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୪ ଆୟୋଜିତ
କୃଷି ଯନ୍ତ୍ରପାତିକରଣ ଦ୍ଵାରା ଚାଷୀ ଭାଇଭଉଣୀଙ୍କ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଅନୁଗୋଳ ଜିଲ୍ଲାର ତାଳଚେର ଠାରେ ଉପଖଣ୍ଡ ସ୍ତରୀୟ କୃଷି ଯନ୍ତ୍ରପାତି ମେଳା-୨୦୨୪ ଆୟୋଜିତ ହୋଇଯାଇଅଛି। ଏଥିରେ ନୂତନ କୃଷି ଯନ୍ତ୍ରପାତିର ପ୍ରଦର୍ଶନ ସହ ସରକାରୀ ରିହାତିରେ ବିକ୍ରୟର ବ୍ୟବସ୍ଥା!-->…
Read More...
Read More...
ମୃତ୍ତିକାର ଅବନତି କୃଷି ପାଇଁ ସୃଷ୍ଟି କରିଛି ବିପଦ
ଭାରତର ୩୦ ପ୍ରତିଶତ ଜମିରେ ମୃତ୍ତିକାର ଅବନତି କୃଷି ପ୍ରତି ବିପଦ ସୃଷ୍ଟି କରୁଛି। ଦେଶର କୃଷି ମନ୍ତ୍ରୀ ମାନ୍ୟବର ଶିବରାଜ ସିଂ ଚୌହାନଙ୍କ ଅନୁଯାୟୀ, ସାର ବ୍ୟବହାର ବୃଦ୍ଧି, ସାରର ଅସନ୍ତୁଳିତ ବ୍ୟବହାର, ପ୍ରାକୃତିକ ସମ୍ପଦର ଶୋଷଣ ଏବଂ ମୃତ୍ତିକା ପରିଚାଳନା ଅଭ୍ୟାସ ଯୋଗୁଁ ଭାରତର ପ୍ରାୟ ୩୦!-->…
Read More...
Read More...
ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା – ୨୦୨୪ : ମିଶନ ଶକ୍ତି ମହିଳାଙ୍କ ହାତ ତିଆରି ଉତ୍ପାଦର ଚାହିଦା
ନୂଆଦିଲ୍ଲୀରେ ଭାରତ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪, ନଭେମ୍ବର ୧୪ ତାରିଖରୁ ଆରମ୍ଭ ହୋଇଯାଇଛି, ଏହି ମେଳାରେ ଓଡ଼ିଶା ମିଶନ ଶକ୍ତି ମହିଳାମାନଙ୍କ ହାତ ତିଆରି ଉତ୍ପାଦର ବିଶେଷ ଚାହିଦା ରହିଛି। ଓଡ଼ିଶାର ମାଣ୍ଡିଆ, ଅନ୍ୟ ପୁଷ୍ଟିଶସ୍ୟ ଏବଂ କନ୍ଧମାଳ ଜିଲ୍ଲାର ହଳଦୀକୁ!-->…
Read More...
Read More...
ଓଡ଼ିଶାରେ ମାଛ ଚାଷକୁ ପ୍ରୋତ୍ସାହିତ କରାଯିବ : ଧର୍ମେନ୍ଦ୍ର ପ୍ରଧାନ
ମାନ୍ୟବର ପ୍ରଧାନମନ୍ତ୍ରୀ ମତ୍ସ୍ୟ ଚାଷକୁ ଅଧିକ ଗୁରୁତ୍ବ ଦେବାରେ ଲାଗିଛନ୍ତି। ଓଡ଼ିଶାରେ ମାଛକୁ ଲୋକମାନେ ନିଜର ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଭାବରେ ଗ୍ରହଣ କରୁଛନ୍ତି, ତେଣୁ ମତ୍ସ୍ୟ ଚାଷର ବୃଦ୍ଧି ଏବଂ ମତ୍ସ୍ୟଚାଷୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ!-->…
Read More...
Read More...
ଖରିଫ ଧାନ ସଂଗ୍ରହକୁ କ୍ରିୟାଶୀଳ କରିବା ପାଇଁ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା ବୈଠକ
ଚାଷୀଙ୍କ ସୁବିଧା ପାଇଁ ଧାନ ସଂଗ୍ରହ ବ୍ୟବସ୍ଥାକୁ ଆହୁରି କ୍ରିୟାଶୀଳ କରାଯାଉଛି। ଖରିଫ ଧାନ ସଂଗ୍ରହ ବ୍ୟବସ୍ଥା ନେଇ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା ବୈଠକ ହୋଇଥିବାବେଳେ ଚଳିତ ବର୍ଷ ୨୦୦ ବୃହତ ମଣ୍ଡି ବ୍ୟବସ୍ଥା ସହ ୪ ହଜାର ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା!-->…
Read More...
Read More...
Onion Prices Likely To Cool Down Further With Arrival of New Kharif Crop
Onion prices in India are anticipated to decrease further due to the arrival of the new kharif crop.Currently, the average all-India retail price of onion is ruling at Rs 54 per kg and the prices have declined in the past one!-->…
Read More...
Read More...
ଧାନ ସଂଗ୍ରହର ସୁବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଗାମୀ ଧାନ ସଂଗ୍ରହର ସୁବ୍ୟବସ୍ଥା ପାଇଁ ଆବସୀ ମାଧ୍ୟମରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି। ସମସ୍ତ ଜିଲ୍ଲାରେ କିପରି ସୁଚାରୁରୂପେ ଧାନ ସଂଗ୍ରହ କରାଯିବ ସେଥି ଲାଗି ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀ ଓ ଜିଲ୍ଲାପାଳଙ୍କ!-->…
Read More...
Read More...