Browsing Tag

#paddy

ରାଜ୍ୟ କ୍ୟାବିନେଟ ବୈଠକରେ ଧାନ କ୍ରୟକୁ ନେଇ ମିଳିଲା ଅନୁମୋଦନ

ରାଜ୍ୟ ସରକାର ଚଳିତ ବର୍ଷ ଖରିଫ ଧାନ ୩୧୦୦ ଟଙ୍କାରେ କିଣାଯିବା ନେଇ ପୂର୍ବରୁ ଆଲୋଚନା କରାଯାଇଥିଲା। ବର୍ତ୍ତମାନ ସରକାରଙ୍କ ଏହି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ର ଅନୁମୋଦନ ମୋହର ଲାଗିଛି। ସରକାର ୩୧୦୦ ଟଙ୍କାରେ ଧାନ କିଣିବା ସହ ରାଜ୍ୟ ସରକାର ୮୦୦ ଟଙ୍କାର ବୋନସ ମଧ୍ୟ ବହନ
Read More...

ଧାନ କିଣା ସମୟର ନିର୍ଦ୍ଦେଶାବଳୀ ଜାରି କଲେ ସରକାର

ରାଜ୍ୟ ସରକାର ନୂତନ ସର୍ବନିମ୍ନ ସହାୟକ ମୂଲ୍ୟରେ ଚାଷୀଙ୍କ ଠାରୁ ଖରିଫ ଧାନ କିଣିବେ। ପୂର୍ବ ଘୋଷିତ ମୂଲ୍ୟ ୩୧୦୦ ଟଙ୍କାରେ ସରକାର ଧାନ କିଣିବେ। କିପରି ସରକାର ସୁଚାରୁରୂପେ ଧାନ ସଂଗ୍ରହ କରିବେ ଏବଂ ଚାଷୀମାନେ ସେମାନଙ୍କ ଉଚିତ୍ ମୂଲ୍ୟ ସହଜରେ ପାଇପାରିବେ ସେଥିପ୍ରତି ଅଧିକ
Read More...

ଚଳିତ ବର୍ଷ ୧ କୋଟି ମେଟ୍ରିକ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ

ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଖରିଫ୍‌ ଧାନ ସଂଗ୍ରହ ଓ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ୩୧୦୦ ଟଙ୍କା ଲାଗୁ ନେଇ ସମୀକ୍ଷା କରିଛନ୍ତି। କୃଷକମାନଙ୍କ ହିତକୁ ଦୃଷ୍ଟିରେ ରଖି ଧାନର ବର୍ଦ୍ଧିତ ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ ଓ ମଣ୍ଡିରେ ଧାନ
Read More...

ଲଘୁଚାପ ବର୍ଷା ହେତୁ ଧାନ ଏବଂ ନଡ଼ିଆ ଚାଷର ରୋଗ ପରିଚାଳନା

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ସକ୍ରିୟ ହୋଇ ଆଗାମୀ ୨ ଦିନ ମଧ୍ୟରେ ରାଜ୍ୟର କିଛି ଜିଲ୍ଲାରେ ହାଲକା, ମଧ୍ୟମ ଏବଂ ଅତ୍ୟଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ବର୍ଷା ଯୋଗୁଁ ତଳିଆ ଜମିରେ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି, ତେଣୁ ଚାଷୀମାନେ
Read More...

ଓଡ଼ିଶା ବଜେଟ : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚାଷୀମାନଙ୍କ ପାଇଁ ଅନେକ ନୂତନ ଯୋଜନା ଘୋଷଣା କରିଛନ୍ତି। ଏହି ବଜେଟ ତାଙ୍କର ପ୍ରଥମ ବଜେଟ ରହିଥିବା ବେଳେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତିରେ ଅନୁପ୍ରାଣିତ ହୋଇ ଗରିବ, ମହିଳା,
Read More...