Browsing Tag

#farmers

ପ୍ରତି ଓଡ଼ିଆଙ୍କ ପରିଚୟ ପଖାଳ

ଓଡ଼ିଆ ଖାଦ୍ଯ ସମ୍ଭାର ମଧ୍ୟରେ ‘ପଖାଳ’ର ସ୍ଥାନ ସର୍ବଦା ସ୍ଵତନ୍ତ୍ର। ପଖାଳ ସହ ଓଡ଼ିଆଙ୍କ ସମ୍ପର୍କ ବହୁ ପୁରାତନ ଏବଂ ଏହା ଆମ ଖାଦ୍ୟ ବିବିଧତାର ଅନନ୍ୟ ପରିଚୟ। ଆଜି ବିଶ୍ବ ପଖାଳ ଦିବସ। ପଖାଳର ନିବିଡ଼ତା ଓଡ଼ିଆ ଜାତି ସହ କାହିଁ କେଉଁ କାଳରୁ ଯୋଡ଼ି ହୋଇରହିଛି। ପ୍ରତି ଓଡ଼ିଆଙ୍କର ପସନ୍ଦର…
Read More...

ସୁନ୍ଦରଗଡରେ ଚାଷୀଙ୍କୁ ଭେଟିଲେ ରାଜ୍ୟପାଳ

କୃଷି ହେଉଛି ଭାରତର ମେରୁଦଣ୍ଡ । ଅର୍ଥନୀତି ଓ ସଂସ୍କୃତିର ଭିତ୍ତି । କୃଷି ଓ କୃଷକଙ୍କ ଉନ୍ନତିରେ ଦେଶର ଉନ୍ନତି । ଏଥି ନିମନ୍ତେ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ଯକାରୀ କରୁଛନ୍ତି । କୃଷିରେ ଆଧୁନିକ ଜ୍ଞାନକୌଶଳର ପ୍ରୟୋଗ ସହିତ ଜୈବିକ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । ସବୁ…
Read More...

ସଫଳତା ହାସଲ କଲା ଓଡ଼ିଶାର ଷ୍ଟ୍ରବେରି ଚାଷ

ଷ୍ଟ୍ରବେରି ଏକ ଅତ୍ୟନ୍ତ ସୁଆଦିଆ ଫଳ, ଯାହା ଆମ ରାଜ୍ୟରେ ବିରଳ। ଜଳବାୟୁ ଅନୁଯାୟୀ ଷ୍ଟ୍ରବେରି ସାଧାରଣତଃ ମହାରାଷ୍ଟ୍ର, ହିମାଚଳ ପ୍ରଦେଶ, ତାମିଲନାଡୁ ଏବଂ ଉତ୍ତରପୂର୍ବାଞ୍ଚଳ ରାଜ୍ୟରେ ଚାଷ କରାଯାଇଥାଏ, ଯାହାକି ଓଡ଼ିଶାର ଜଳବାୟୁରେ ଏହାର ଉତ୍ତମ ଚାଷ ଦେଖିବାକୁ ମିଳିନଥାଏ। ପ୍ରାକୃତିକ…
Read More...

୩ ସୁବିଧାର ଶୁଭାରମ୍ଭ କଲେ କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ୍ ମୁଣ୍ଡା

କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ୍ ମୁଣ୍ଡା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫ୍‌ବିୱାଇ) ଅଧୀନରେ ଦେଶର କୃଷକମାନଙ୍କ ଲାଗି ତିନି ସୁବିଧାର ଶୁଭାରମ୍ଭ କରିଛନ୍ତି । ଏଥିରେ କିଷାନ୍ ରକ୍ଷକ ହେଲ୍ପ ଲାଇନ ୧୪୪୪୭ ଓ ସାରଥୀ ପୋର୍ଟାଲ୍ ଏବଂ…
Read More...

ଚାଷ ଜମିର ରୂପମୟ ରୂପକାର – ଏମ ଏସ ସ୍ୱାମୀନାଥନ୍

ସେ ଚାଷ ଜମିର ରୂପମୟ ରୂପକାର । ଜଣେ ମୁକୁଟ ବିହୀନ ସମ୍ରାଟ ଭାବରେ ଚାଷୀ ମାନଙ୍କ ପାଇଁ ତାଙ୍କ ଆବେଗ ଅତୁଳନୀୟ । କୃଷି ବିଜ୍ଞାନର ଜଣେ ଧୂରୀଣ ଶିଳ୍ପୀ । ତାଙ୍କ ହାତ ସ୍ପର୍ଶରେ ଚାଷ ଜମିରେ ଜୀବନ୍ତ ହୁଏ ଶସ୍ୟ । ତାଙ୍କ ପାଇଁ ଚାଷୀ ମନରେ ଭରୁଥିଲା ଅପାର ଆନନ୍ଦର ଆନନ୍ଦାଶ୍ରୁ । ସବୁଜ…
Read More...

ଚୌଧୁରୀ ଚରଣ ସିଂ ଏବଂ ଏମଏସ ସ୍ଵାମୀନାଥନଙ୍କୁ ଭାରତ ରତ୍ନ ପ୍ରଦାନ

ପୂର୍ବତନ ପ୍ରଧାନମନ୍ତ୍ରୀ ତଥା କୃଷକ ନେତା ଚୌଧୁରୀ ଚରଣ ସିଂ ଏବଂ ଜଣେ ଦକ୍ଷ ବୈଜ୍ଞାନିକ ତଥା ସବୁଜ ବିପ୍ଳବର ଜଣେ ବିଶ୍ୱସ୍ତରୀୟ ନେତା ଭାବରେ ପରିଚିତ ଏମଏସ ସ୍ଵାମୀନାଥନଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ 'ଭାରତ ରତ୍ନ' ପ୍ରଦାନ କରାଯିବ । ଆମ ଦେଶରେ କୃଷି ଓ କୃଷକଙ୍କ କଲ୍ୟାଣରେ…
Read More...

ପୁଣି ଥରେ ଫୋକସ୍‌ରେ କୃଷି ଓ କୃଷକ

କୃଷି ଓ କୃଷକ ମାନଙ୍କ ବିକାଶକୁ ସୁବବେଳେ ପ୍ରାଧାନ୍ୟ ଦେଇଆସିଛନ୍ତି ରାଜ୍ୟ ସରକାର । ଚାଷ ଜମିରେ ସବୁଜିମାର ମହକ ବୁଣିବା ଠାରୁ ଆରମ୍ଭ କରି ଚାଷୀଙ୍କ ହାତ ମୁଠାକୁ ସଶକ୍ତ କରିବା ଯାଏଁ ସୁବବେଳେ ରାଜ୍ୟ ସରକାରଙ୍କ ଫୋକସ୍‌ ରେ ଥାଏ କୃଷି । ଚାଷୀ ହିଁ ସମାଜ ଓ ସଭ୍ୟତାର ପ୍ରମୁଖ ସାରଥୀ ।…
Read More...

ପିଏମ-କିସାନ ଅଧୀନରେ ୧୧୦ ମିଲିୟନ ଚାଷୀ ଉପକୃତ

ପିଏମ-କିସାନ ଯୋଜନା ମାଧ୍ୟମରେ କୃଷକଙ୍କ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ଫେବୃଆରୀ ୨୦୧୯ ରେ ଆରମ୍ଭ ହୋଇଥିବା ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଙ୍କ ଦ୍ଵାରା ରାଜ୍ୟସଭାରେ ଘୋଷଣା କରାଯାଇଥିଲା । ଏହି ଯୋଜନା ଅନୁଯାୟୀ, ପ୍ରତି…
Read More...