Browsing Tag

#farmers

ନୟାଗଡ଼ରେ କାର୍ଯ୍ୟକ୍ଷମ ହେବ ବୃହତ ଜଳସେଚନ ପ୍ରକଳ୍ପ

କୃଷକ ଦେଶର ମେରୁଦଣ୍ଡ। କୃଷକର ଉନ୍ନତିରେ ଦେଶର ପ୍ରଗତି। ତେଣୁ କୃଷକମାନଙ୍କ ଉନ୍ନତି ତଥା ଉନ୍ନତଧରଣର ଚାଷ ପ୍ରଣାଳୀ ପାଇଁ ସରକାର ଅନେକ ଯୋଜନା ପ୍ରସ୍ତୁତ କରୁଛନ୍ତି। ଚାଷ ଜମିଗୁଡିକ ଜଳ ସେଚିତ ହୋଇ ପାରିଲେ ସୁବିଧାରେ ଅଧିକ ପରିମାଣର ଫସଲ ଅମଳ ହେବା ସହ ଚାଷୀଙ୍କର ଉନ୍ନତି
Read More...

ସବଡିଭିଜନ ସ୍ଥରରେ ପ୍ରତିଷ୍ଠା ହେବ ଶୀତଳ ଭଣ୍ଡାର

ଚାଷୀଙ୍କ ଅମଳ ସମୟରେ ଶୀତଳ ଭଣ୍ଡାର ଅଭାବରୁ ଅତିକଷ୍ଟରେ ଫଳାଇଥିବା ଶସ୍ୟକୁ ଅତି ଶସ୍ତାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ତେଣୁ ନିଜ ଅଂଚଳରେ ଶୀତଳ ଭଣ୍ଡାରଟିଏ କରିବାକୁ ସବୁଠି ଉଠୁଛି ଦାବି। ନୂଆ ସରକାର ମଧ୍ୟ ରାଜ୍ୟର ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲିବାକୁ
Read More...

ପିଏମ କିଷାନରେ ମିଶିବ ‘ କାଳିଆ ‘ ହିତାଧିକାରୀ

କୃଷି କ୍ଷେତ୍ରରେ ଅର୍ଥ ବିନିଯୋଗ ଏବଂ କୃଷକମାନଙ୍କର ନିରାପତ୍ତା ରାଜ୍ୟରେ ଦାରିଦ୍ର୍ଯ ଦୂରୀକରଣ ଏବଂ ସମୃଦ୍ଧିର ଧାରାକୁ ତ୍ୱରାନ୍ୱିତ କରିବାରେ ଗୁରୁତ୍ଵ ପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। “କାଳିଆ " ଯୋଜନା ମାଧ୍ୟମରେ ଚାଷୀ ମାନଙ୍କ ହିତ ସାଧନ ପାଇଁ ରାଜ୍ୟ ସରକାର ଏକ ସାମୁହିକ ଏବଂ
Read More...

ମା ‘ ଭଉଣୀମାନେ କୃଷିର ମୁଖ୍ୟ ସାରଥୀ – ମୁଖ୍ଯମନ୍ତ୍ରୀ

ଆଜି କୃଷିର ଶ୍ରେଷ୍ଠ ପରିଚୟ ସୃଷ୍ଟି କରିବା କେବଳ ମହିଳାଙ୍କ ପାଇଁ ସମ୍ଭବ ହୋଇପାରୁଛି। କୃଷି ପାଇଁ ସେମାନଙ୍କ ଅବଦାନ ଅବର୍ଣ୍ଣନୀୟ। ମାନ୍ୟବର ପ୍ରଧାମନ୍ତ୍ରୀ ବାରଣାସୀରେ ଅନୁଷ୍ଠିତ ହୋଇଥିବା କୃଷକ ସମ୍ମାନ ସମ୍ମିଳନୀରେ ବିଶେଷ କରି ଆଜିର ମହିଳା ମାନଙ୍କୁ ଧନ୍ୟବାଦ୍ ଜଣାଇବା ସହ ତାଙ୍କୁ
Read More...

ଆଜି ବରଗଡ଼ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ବାଣ୍ଟିବେ କୃଷି ସମ୍ମାନନିଧି ଯୋଜନା କିସ୍ତି

ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବରଗଡ଼ ଜିଲ୍ଲା ଗସ୍ତରେ ଆସୁଛନ୍ତି। ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଓଡ଼ିଶାର ମେରୁଦଣ୍ଡ ବରଗଡ଼ ଜିଲ୍ଲାରେ ଉପସ୍ଥିତ ରହି ଏହାର ଲୋକାର୍ପଣ କରିବା ସହ ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରିବା କରିବେ।
Read More...