Browsing Tag

#agriculture

କୃଷି ସୃଷ୍ଟି କରିଛି ମହିଳାଙ୍କ ମଧ୍ୟରେ ନୂଆ ପରିଚୟ

ଓଡ଼ିଶାର ଅଗଣିତ ନାରୀଶକ୍ତିଙ୍କ ପାଇଁ ସ୍ଵାବଲମ୍ବନ ଓ ସମୃଦ୍ଧିର ବାଟ ଫିଟାଇ ଦେଇଛି କୃଷି, ଉଦ୍ୟାନ କୃଷି, ମତ୍ସ୍ୟ ଚାଷ, ପଶୁପାଳନ ସହିତ ଅନେକ ଆନୁଷଙ୍ଗିକ କ୍ଷେତ୍ର। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ଉଭୟ ମହିଳା ସଶକ୍ତିକରଣ ଏବଂ କୃଷି ଉତ୍ପାଦନ ଦିଗରେ…
Read More...

ସଫଳ କ୍ରୀଡାବିତ୍ ରୁ ସମର୍ଥ କୃଷିଜୀବୀ

କଟକ ଜିଲ୍ଲାର ଆଠଗଡ଼ ବ୍ଲକ୍ ଇଚ୍ଛାପୁର ଗ୍ରାମର ଅପରାଜିତା ଅପୂର୍ବମଣି ରାଉତ ନାରୀମାନଙ୍କ ପାଇଁ ଆତ୍ମନିର୍ଭରଶୀଳତାର ଏକ ଅନନ୍ୟ ଉଦାହରଣ। ସେ ଜଣେ ସର୍ବଗୁଣସମ୍ପନ୍ନ ବୋହୂ, ଯିଏକି ବିବାହ ପୂର୍ବରୁ କବାଡି ଖେଳରେ କ୍ରିଦାକୌଶଳ ଦେଖାଉଥିଲେ ଏବଂ ବର୍ତ୍ତମାନ ମାଟି ସହ ଖେଳି ଉତ୍ପାଦନ…
Read More...

ଓଡିଶା ମିଲେଟ ମିଶନରେ ମହିଳା ସଶକ୍ତିକରଣ

ବିଶ୍ବ ଆନ୍ତର୍ଜାତୀୟ ମିଲେଟ ବର୍ଷ ପାଳନ କରୁଥିବା ବେଳେ ମିଲେଟଗୁଡିକର ପ୍ରଚାର ଓ ପ୍ରସାର ଦିଗରେ ଏବେ ଏକ ଆହ୍ଵାନ ସୃଷ୍ଟି ହୋଇଛି। ଓଡିଶାର ଏକ ଆକର୍ଷଣୀୟ ମଡେଲ ଭାବେ ଓଡିଶା ମିଲେଟ୍ସ ମିଶନ୍ (ଓଏମ୍ଏମ୍) ଏବେ ମାଣ୍ଡିଆ ର ପ୍ରସାର ଦିଗରେ କାର୍ଯ୍ୟ କରୁଛି। ବିଶେଷକରି ମହିଳା କୃଷକମାନେ…
Read More...

ମହିଳାମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଶୁଭପ୍ରିୟା

ସଂସାରର ଦାୟିତ୍ଵ ତୁଲାଇବାରେ ସେ ଯେତିକି ସୁଦକ୍ଷ ପରିବାରର କଥା ବୁଝିବାରେ ଯେତିକି ପାରଙ୍ଗମ। ନିଜ ଚେଷ୍ଟାରେ ସବୁଜିମାର ମହକ ବୁଣି ସେ ଅନ୍ୟ ମାନଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିଛନ୍ତି । କୃଷି ବିଭାଗ ସହଯୋଗରେ ଯାଜପୁର ଜିଲ୍ଲାର ବଡ଼ସୁଆର ଗାଁର ଶୁଭପ୍ରୀୟା ସାହୁ ଏବେ ଅନ୍ୟ…
Read More...

ମିଶନ ଶକ୍ତି ଓ ଓଡ଼ିଶା ମିଲେଟ୍ସ ମିଶନ ପକ୍ଷରୁ ‘ ମିଲେଟ ଶକ୍ତି କାଫେ’ ଉଦଘାଟିତ

ମିଲେଟର ସ୍ୱାସ୍ଥ୍ୟ ଉପକାରିତା ବିଷୟରେ ସଚେତନତା ସୃଷ୍ଟି କରିବା ତଥା ସ୍ୱାସ୍ଥ୍ୟ ସଚେତନ ନାଗରିକଙ୍କ ମଧ୍ୟରେ ସେମାନଙ୍କର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ମିଶନ ଶକ୍ତିର ଓଡିଶା ମିଲେଟ ମିଶନ ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଅନେକ ମିଲେଟ ଶକ୍ତି କାଫେ ଖୋଲିଛନ୍ତି। ମିଶନ ଶକ୍ତି ଓ…
Read More...

ଆଜି ଚାଷୀମାନଙ୍କୁ ମିଳିବ କାଳିଆ ସହାୟତା

ଆଜି ଚାଷୀମାନଙ୍କୁ ମିଳିବ କାଳିଆ ସହାୟତା ଅର୍ଥ । ଖରିଫ ଚାଷ ପାଇଁ ମିଳିବ କାଳିଆ ସହାୟତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ହିତାଧିକାରୀଙ୍କୁ ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ଅର୍ଥ ବଣ୍ଟନର ଶୁଭାରମ୍ଭ କରିବେ । ୪୬ ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ…
Read More...

ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ମିଶନ ଶକ୍ତି ମହିଳାଙ୍କ ପାଇଁ ନୂଆ ଭେଟି

ମିଶନ ଶକ୍ତି ଅଧୀନରେ ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଯଥା MBK, CRP-CM, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ଜୀବିକା ସହାୟିକା କାର୍ଯ୍ୟରତ ଅଛନ୍ତି । ଏହି ନୂତନ ଘୋଷଣା ଅନୁଯାୟୀ ମିଶନ ଶକ୍ତି ଅଧୀନରେ ଗ୍ରାମପଞ୍ଚାୟତ ସ୍ତରରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ…
Read More...

ରାଜ୍ୟରେ ମହିଳା ମାନେ ଏବେ ସଶକ୍ତ ଓ ସମୃଦ୍ଧ

ରାଜ୍ୟରେ ମହିଳା ମାନେ ଏବେ ସଶକ୍ତ ଓ ସମୃଦ୍ଧ । ଆଜି ନାରୀ ସଫଳତାର ଶୁଭଶଙ୍ଖ ନାଦ କରିପାରୁଛି । ନାରୀ କେବଳ ହାଣ୍ଡିଶାଳର ଚାରିକାନ୍ଥ ଭିତରେ ରହିବାର ପାରମ୍ପରିକ ଚିନ୍ତାଧାରା ଲୋକଙ୍କ ମନରୁ ଦୂର ହେବାକୁ ଯାଉଛି । ନାରୀଟିଏ ଆଜି କଲମ ଧରି ପାରୁଛି , ନାରୀ ଟିଏ ଆଜି ଶାସନ ଗାଦିରେ ବସି…
Read More...

ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାର ୫୨ଟି ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଆଜି ଜଳସେଚନ କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି ହୋଇଛି। ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ରଖିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ। ଏଥିରେ ୪ଟି ଜିଲ୍ଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ଟି ପ୍ରକଳ୍ପର…
Read More...