Browsing Category
କୃଷି ଖବର (Agriculture news)
ବିଶ୍ବ ମୃତ୍ତିକା ଦିବସ ର ମହତ୍ତ୍ଵ
ଆଜି ହେଉଛି ବିଶ୍ବ ମୃତ୍ତିକା ଦିବସ । ପ୍ରତିବର୍ଷ ୫ ଡିସେମ୍ବରରେ ଏହା ପାଳନ ହୋଇଥାଏ | ସୁସ୍ଥ ମୃତ୍ତିକାର ଗୁରୁତ୍ବ ଉପରେ ଧ୍ୟାନ ଦେବା ଏବଂ ମୃତ୍ତିକା ସମ୍ପଦର ନିରନ୍ଧର ପରିଚାଳନା କରିବା ଏହାର ଉଦେଶ୍ୟ । ଆଜିର ବିଷୟବସ୍ତୁ ହେଉଛି "ମୃତ୍ତିକା ଏବଂ ଜଳ - ଜୀବନର ଉତ୍ସ" । ତେଣୁ ପୃଥିବୀରେ!-->…
Read More...
Read More...
ବିନା ପ୍ରେସ୍କ୍ରିପ୍ସନ୍ ରେ କୀଟନାଶକ ବ୍ୟବହାର ମନା
ଚାଷରେ ମନଇଚ୍ଛା କୀଟନାଶକ ବ୍ୟବହାରରେ ଲାଗିବ କଟକଣା। କୃଷି ଏବଂ ଉଦ୍ୟାନ କୃଷିରେ ଅନ୍ୟୁନ ସ୍ନାତକ ଯୋଗ୍ୟତାପ୍ରାପ୍ତ କୃଷି ଅଧିକାରୀଙ୍କ ପ୍ରେସ୍କ୍ରିପ୍ସନ୍ ବିନା କୀଟନାଶକର କ୍ରୟ-ବିକ୍ରୟ ହୋଇପାରିବନାହିଁ । ଯେଉଁ କୀଟନାଶକ ଦୋକାନ କିମ୍ବା ଡିଲରମାନେ ଏହାର ଉଲଂଘନ କରିବେ, ସେମାନଙ୍କ!-->…
Read More...
Read More...
କଳାମାଟିରେ ମହକୁଛି ଧଳା ସୁନା
କଳାହାଣ୍ଡି କପାର ଚାହିଦା ଆନ୍ତର୍ଜାତୀୟ ବଜାରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ଜିଲ୍ଲାର ଥୁଆମୂଳ ରାମପୁର, କଲମପୁର ଓ କୋକସରା ବ୍ଲକକୁ ବାଦ୍ ଦେଲେ ଅନ୍ୟ ୧୦ଟି ବ୍ଲକରେ କପାଚାଷ ହୋଇଥାଏ । ବିଶେଷକରି ଭବାନୀପାଟଣା, କେସିଙ୍ଗା ଏବଂ ଗୋଲାମୁଣ୍ଡା ଭଳି ଅନ୍ୟ ବ୍ଲକମାନଙ୍କରେ କଳା!-->…
Read More...
Read More...
ଆସନ୍ତା ସମ୍ଭାବ୍ୟ ବର୍ଷା ପାଇଁ ଭାରତୀୟ ପାଣିପାଗ ବିଭାଗର ସୂଚନା
ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଚଳିତ ଡିସେମ୍ବର ୫ ତାରିଖରୁ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ କେତେକ ଜିଲ୍ଲାରେ ଯଥା :- ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ ଓ ଗଜପତି ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ଅନ୍ୟ କେତେକ ଜିଲ୍ଲାରେ!-->…
Read More...
Read More...
ମନମୋହୁଛି ଶିମିଳିପାଳର ଦୁର୍ଲଭ ଅର୍କିଡ୍
ଅର୍କିଡ୍ ହେଉଛି ଏକପ୍ରକାର ଲତା ପ୍ରଜାତିର ଗଛ। ଓଡ଼ିଶାରେ ଏହା ମଦାଙ୍ଗ ବା ମଲାଙ୍ଗ ଭାବେ ପରିଚିତ। ଏହା ସାଧାରଣତଃ ଫେବୃୟାରୀରୁ ଅକ୍ଟୋବର ମଧ୍ୟରେ ଏହି ଫୁଲ ଅଧିକ ମାତ୍ରାରେ ଫୁଟିଥାଏ। ଏହି ଫୁଲ ଥରେ ଫୁଟିଲେ, ମାସେ ପର୍ଯ୍ୟନ୍ତ ସତେଜ ରହିଥାଏ। ଏହାର ଔଷଧୀୟ ଗୁଣ ମଧ୍ୟ ରହିଛି । ସେଥିପାଇଁ!-->…
Read More...
Read More...
ମାଷ୍ଟର ସେଫ୍ ଇଣ୍ଡିଆ’ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ସୋନି ଟିଭିର ଲୋକପ୍ରିୟ ରୋଷେଇ ପ୍ରୋଗ୍ରାମ ‘ମାଷ୍ଟର ସେଫ୍ ଇଣ୍ଡିଆ'ରେ ମାଣ୍ଡିଆ ର ମହତ୍ତ୍ୱୂ ସ୍ଥାନ ପାଇଛି। ମାଣ୍ଡିଆ ଉତ୍ପାଦନ ଓ ଏହାର ବ୍ୟବହାରକୁ ଓଡ଼ିଶା ସରକାର ପ୍ରୋତ୍ସାହନ ଦେଇଥିବାରୁ ଏହା ଏକ ଉଚ୍ଚ ସ୍ଥାନରେ ପହଞ୍ଚି ପାରିଛି । ଏହି କାର୍ଯ୍ୟକ୍ରମ ରେ ଓଡ଼ିଶାର ମିଲେଟ୍ ମିଶନକୁ!-->…
Read More...
Read More...
ସମ୍ଭାବ୍ୟ ଅଦିନିଆ ବର୍ଷା ପାଇଁ ଚାଷୀଙ୍କୁ ସୂଚନା
ଭାରତୀୟ ପାଣିପାଗ ବିଭାଗର ସ୍ଵତନ୍ତ୍ର ବାର୍ଭା ୧.୧୨.୨୦୨୩ ଅନୁଯାୟୀ ଡିସେମ୍ବର ୫ ତାରିଖରୁ ସମ୍ଭାବ୍ୟ ଅଦିନିଆ ବର୍ଷା ପରିପ୍ରେକ୍ଷୀରେ ଫସଲ ସୁରକ୍ଷା ପାଇଁ ପରାମର୍ଶ ଦିଆଯାଇଛି ।
• କଟା ହୋଇଯାଇଥିବା ଧାନକୁ ବେଙ୍ଗଳା କରି ଦିଅନ୍ତୁ ।
• ଅମୁଳ ଉପଯୋଗୀ ଧାନ ଓ ଅନ୍ୟାନ୍ୟ ଫସଲକୁ!-->!-->!-->!-->!-->…
Read More...
Read More...
‘କସ୍ତୁରୀ କଟନ ଭାରତ’ ବ୍ରାଣ୍ଡର ଶୁଭାରମ୍ଭ
'କସ୍ତୁରୀ କଟନ ଭାରତ' ବ୍ରାଣ୍ଡର ଶୁଭାରମ୍ଭ ହେବାକୁ ଯାଉଛି । ଇଜିପ୍ଟରୁ ଗିଜା କପା ଏବଂ ଯୁକ୍ତରାଷ୍ଟ୍ରରେ ଉତ୍ପାଦିତ ସୁପ୍ରିମା କପା ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତ ପ୍ରିମିୟମ କପା ରେ ଏକ ନାମ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି । ନରମ, ଶକ୍ତିଶାଳୀ ଏବଂ ଶୁଦ୍ଧ ସୂତା ଯୋଗାଇବା!-->…
Read More...
Read More...
୧୫,୦୦୦ ମହିଳା SHGଙ୍କୁ ଡ୍ରୋନ୍ ବ୍ଯବହାର ଟ୍ରେନିଙ୍ଗ
ମହିଳାମାନଙ୍କ ସଶକ୍ତିକରଣ ଦିଗରେ ଏକ ପ୍ରମୁଖ ପଦକ୍ଷେପ ପରେ ମନ୍ତ୍ରୀମଣ୍ଡଳ, ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ, କୃଷି ବ୍ୟବହାର ବା ଉନ୍ନତମାନର ଚାଷ ପ୍ରଣାଳୀ ପାଇଁ ମହିଳା SHG ମାନଙ୍କୁ ଡ୍ରୋନ୍ ଯୋଗାଇଦେବା ପାଇଁ କେନ୍ଦ୍ରୀୟ କ୍ଷେତ୍ର ଯୋଜନାକୁ ଅନୁମୋଦନ!-->…
Read More...
Read More...
ମାର୍ଗଶିର ଗୁରୁବାରରେ ଘରେ ସାମିଲ କରନ୍ତୁ ମାଣ୍ଡିଆ
ବର୍ତ୍ତମାନ ସମୟରେ ମାଣ୍ଡିଆ ର କଥା କହିଲେ ନସରେ । ଏକ ପୁଷ୍ଟିଜନିତ ପୁରାତନ ଖାଦ୍ୟଶସ୍ୟ ଭାବେ ମଣ୍ଡିଆକୁ, ବର୍ତ୍ତମାନ ସମୟରେ ନୂଆ ରୂପ ଦେବାପାଇଁ ରାଜ୍ଯ ସରକାର ବିଭିନ୍ନ ପ୍ରୟାସ କରୁଛନ୍ତି। ମଣ୍ଡିଆରେ ବହୁ ପ୍ରକାର ଭିଟାମିନ ରହିଛି । ତେଣୁ ପରିବେଶ ଓ ସ୍ଵାସ୍ଥ୍ୟ ପାଇଁ ହିତକର,!-->…
Read More...
Read More...