Browsing Category
କୃଷି ଖବର (Agriculture news)
ଓୟୁଏଟିରେ ” କୃଷିର ରୂପାନ୍ତରଣରେ କୃଷି ସାମ୍ବାଦିକତାର ଭୂମିକା” ସମ୍ମିଳନୀ ଅନୁଷ୍ଠିତ
ଆଜି ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ‘ରାଜ୍ୟ କୃଷିର ରୂପାନ୍ତରଣରେ କୃଷି ସାମ୍ବାଦିକତାର ଭୂମିକା’ ଶୀର୍ଷକ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କୃଷିମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଯୋଗ ଦେଇଥିଲେ।
ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦିଗ୍ଦର୍ଶନରେ!-->!-->!-->…
Read More...
Read More...
COP28 ରେ ଭାରତ ପାଇଲା ସପ୍ତମ ମାନ୍ୟତା
ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ବା COP । ଏହା ପ୍ରତିବର୍ଷ ଭଳି ଚଳିତ ବର୍ଷ ୨୮ ତମ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ନିୟୋଜିତ ହୋଇଥିଲା । ଦୁବାଇ ରେ ହେଇଥିବା COP28 ର ଏକ ରିପୋର୍ଟ ଅନୁସାରେ ଭାରତ ସପ୍ତମ ମାନ୍ୟତା ଗ୍ରହଣ କରିଛି । ଗତ ମାନ୍ୟତା ତୁଳନାରେ ଏଇ ବର୍ଷ!-->…
Read More...
Read More...
ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ରେ ଯୋଗ ଦେବେ କୃଷି ବିଭାଗ ପ୍ରମୁଖ ଶାସନ ସଚିବ
ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ ବା COP । ଏହା ପ୍ରତିବର୍ଷ ଦୁବାଇରେ ଅନୁଷ୍ଠିତ ହୁଏ । ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିଶ୍ୱର ପ୍ରତ୍ୟେକ ଦେଶ ମିଶି ଜଳବାୟୁ ସଙ୍କଟକୁ ସମାଧାନ କରିବାର ଉପାୟ ନିର୍ଦ୍ଧାରଣ କରିବା । ଯେପରିକି ବିଶ୍ଵର ତାପମାତ୍ରା ୧.୫ ଡିଗ୍ରୀ!-->…
Read More...
Read More...
୮ ଜିଲ୍ଲାରେ ଫସଲ କ୍ଷୟ କ୍ଷତି ଆକଳନ
ସାମୁଦ୍ରିକ ଝଡ଼ ‘ମିଗ୍ ଜାଉଁ' ପ୍ରଭାବରେ ରାୟଗଡା, ମାଲକାନଗିରି, କୋରାପୁଟ ଏବଂ କଳାହାଣ୍ଡି ଜିଲାରେ ବ୍ୟାପକ କ୍ଷତି ହୋଇଥିବାରୁ ଚାଷୀଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ରାୟଗଡା ଜିଲାରେ ଲଗାଣ ବର୍ଷା ହେତୁ ଧାନ, କପା ଓ ମାଣ୍ଡିଆ ଆଦି ଫସଲ ନଷ୍ଟ ହୋଇଛି । କୋରାପୁଟ ଜିଲାର ପଟାଙ୍ଗୀ ବ୍ଲକର!-->…
Read More...
Read More...
ନରେନ୍ଦ୍ର ସିଂ ତୋମର ଙ୍କ ପରେ ଅର୍ଜୁନ ମୁଣ୍ଡାଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ ପ୍ରଦାନ
ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ବ ପ୍ରଦାନ କରାଯାଇଛି । ନରେନ୍ଦ୍ର ସିଂ ତୋମର ଙ୍କ ଇସ୍ତଫା ପରେ ଅର୍ଜୁନ ମୁଣ୍ଡାଙ୍କୁ ଏହି ମନ୍ତ୍ରଣାଳୟ ଦାୟିତ୍ଵ ଦିଆଯାଇଛି ।
!-->!-->!-->…
Read More...
Read More...
ଝୋଟ ଚାଷ ର ସମୀକ୍ଷା କଲେ କୃଷିମନ୍ତ୍ରୀ
ମାନ୍ୟବର ମନ୍ତ୍ରୀ ଶ୍ରୀ ରାଣେନ୍ଦ୍ର ପ୍ରତାପ ସ୍ଵାଇଁ ଗତକାଲି କୃଷି ଭବନରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ଓଡ଼ିଶାରେ ଝୋଟ ଚାଷ ସହ ଜଡିତ ବିଷୟ ଉପରେ ଆଲୋଚନା କରିଥିଲେ। ସେ ଝୋଟ ଚାଷ କ୍ଷେତ୍ରକୁ ଦ୍ୱିଗୁଣିତ କରିବା, ବୈଷୟିକ ପ୍ରଗତି ବ୍ୟବହାର ଏବଂ ଏହି ଯୋଜନା ଅନ୍ତର୍ଗତ ଝୋଟ ସହ ଅନ୍ୟ ଫସଲ!-->…
Read More...
Read More...
ବିନା ପ୍ରେସକ୍ରିପସନ୍ ରେ ପରାକ୍ୱାଟ ପ୍ରୟୋଗ ମନା
ଜନ ନିରାପତ୍ତାକୁ ଏବଂ ରାସାୟନିକ କୀଟନାଶକକୁ ଦୃଷ୍ଟିରେ ରଖି, ମାନବ ସ୍ୱାସ୍ଥ୍ୟ ଏବଂ ପ୍ରାଣୀ ଉପରେ ପ୍ରତିକୂଳ ପ୍ରଭାବର ବିଭିନ୍ନ ଉତ୍ସରୁ ମତାମତ ଗ୍ରହଣ କରିବା ପରେ, ରାଜ୍ୟ ସରକାର, କୀଟନାଶକ ଅଧିନିୟମ ୧୯୬୮, ଧାରା 27 ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ପ୍ରୟୋଗରେ ୱିଡିସାଇଡ ବା!-->…
Read More...
Read More...
ମୁଖ୍ୟମନ୍ତ୍ରୀ ମକା ମିଶନର ସମୀକ୍ଷା କଲେ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପଣ୍ଡିଆନ
ରାଜ୍ୟରେ କାର୍ଯ୍ୟକାରୀ ହୋଇଛି ମୁଖ୍ୟମନ୍ତ୍ର ମକା ମିସନ। ଏହା ପରେ ରାଜ୍ୟରେ ମକା ଉତ୍ପାଦନ କ୍ଷେତ୍ରରେ ୫୧ ପ୍ରତିଶତ ବୃଦ୍ଧି ପାଇଛି। ଚଳିତ ବର୍ଷ ଫସଲ ଉତ୍ପାଦନରେ ଶତକଡା ୫୧ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମକାର ସଂଗ୍ରହ ମୂଲ୍ୟରେ ମଧ୍ୟ ବୃଦ୍ଧି ଘଟିଛି। ନଭେମ୍ବର ଶେଷ ସୁଦ୍ଧା ଏଫପିଓ!-->…
Read More...
Read More...
କୃଷି ଋଣ ପ୍ରଦାନ ପ୍ରସଙ୍ଗରେ ସଂସଦ ରେ ଉଠିଲା ପ୍ରଶ୍ନ
ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ସହ ମୁଜିବୁଲ୍ଲା ଖାନ ରାଜ୍ୟରେ ରାଷ୍ଟ୍ରାୟତ ବ୍ୟାଙ୍କ ଓ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ ଗୁଡିକ ଆବଶ୍ୟକୀୟ ଓ ସଠିକ ସମୟରେ କୃଷି ଋଣ ଯୋଗାଇଦେବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେବେ କି ବୋଲି ରାଜ୍ୟସଭାରେ ପ୍ରଶ୍ନ ଉଠାଇଛନ୍ତି । ରାଷ୍ଟ୍ରାୟତ!-->…
Read More...
Read More...
ମିଲେଟ ମିଶନକୁ ଅଭିନନ୍ଦନ ଜଣାଇଲେ ମୁଖ୍ୟ ଶାସନ ସଚିବ
ନଭେମ୍ବର ୨୮ ରେ ହାଇଦ୍ରାବାଦରେ ହେଇଥିବା ଅନ୍ତର୍ଜାତୀୟ ନ୍ୟୁଟ୍ରି-ସିରିଏଲ କନଭେନସନ୍ ୫.୦ ରେ ଓଡ଼ିଶା 'ମିଲେଟ୍ ପ୍ରମୋସନ୍ ପାଇଁ ଗ୍ଲୋବାଲ୍ ମଡେଲ୍' ଭାବରେ ମାନ୍ୟତା ପାଇଥିବାରୁ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନା, କୃଷି ଓ କୃଷକ ସଶକ୍ତିକରଣର ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର!-->…
Read More...
Read More...