ଓଡ଼ିଶାରେ ମାଣ୍ଡିଆ ଉତ୍ପାଦନ ବୃଦ୍ଧି

ଓଡିଶାରେ ମାଣ୍ଡିଆ ଉତ୍ପାଦନ ବର୍ଷ ବର୍ଷ ଧରି କ୍ରମାଗତ ଭାବେ ବୃଦ୍ଧି ପାଇଛି । ୨୦୧୭-୧୮ ରେ, ଓଡିଶା ଏକ ଲକ୍ଷ ମେଟ୍ରିକ୍ ଟନ୍ ଉତ୍ପାଦନ କରିଥିଲା ଏବଂ ଏହି ସଂଖ୍ୟା ୨୦୨୨-୨୩ ରେ ୨.୨୬ ଲକ୍ଷ ମେଟ୍ରିକ୍ ଟନ୍ କୁ ବୃଦ୍ଧି ପାଇଛି । ବିଗତ ପାଞ୍ଚ ବର୍ଷ ମଧ୍ୟରେ ଚାଷ କ୍ଷେତ୍ର ମଧ୍ୟ ବିସ୍ତାର
Read More...

ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ- ୨୦୨୪

ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ଜନତା ମଇଦାନଠାରେ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗର ଆନୁକୂଲ୍ୟରେ ତିନିଦିନିଆ ରାଜ୍ୟସ୍ତରୀୟ ମତ୍ସ୍ୟ-ପ୍ରାଣୀ ସମାବେଶ- ୨୦୨୪ର ଆୟୋଜନ ହେବାକୁ ଯାଉଛି । ଏହି ଉପଲକ୍ଷେ ଆୟୋଜିତ ପ୍ରଦର୍ଶନୀ ମଣ୍ଡପରେ ରାଜ୍ୟ ସରକାରଙ୍କ ବିଭିନ୍ନ
Read More...

ପିଏମ-କିସାନ ଅଧୀନରେ ୧୧୦ ମିଲିୟନ ଚାଷୀ ଉପକୃତ

ପିଏମ-କିସାନ ଯୋଜନା ମାଧ୍ୟମରେ କୃଷକଙ୍କ ଆର୍ଥିକ ଆବଶ୍ୟକତା ପୂରଣ ପାଇଁ ଫେବୃଆରୀ ୨୦୧୯ ରେ ଆରମ୍ଭ ହୋଇଥିବା ଏକ କେନ୍ଦ୍ରୀୟ କ୍ଷେତ୍ର ଯୋଜନା ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଙ୍କ ଦ୍ଵାରା ରାଜ୍ୟସଭାରେ ଘୋଷଣା କରାଯାଇଥିଲା । ଏହି ଯୋଜନା ଅନୁଯାୟୀ, ପ୍ରତି
Read More...

ଇତିହାସ ରଚିବ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ – ମୁଖ୍ୟମନ୍ତ୍ରୀ

ଉଦ୍‌ଯାପିତ ହୋଇଛି ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ । ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇ
Read More...

ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪ , “ଭାଷା ହିଁ ଭବିଷ୍ୟତ”

ଭାଷା ହେଉଛି ଗୋଟିଏ ଜାତିର ପରିଚୟ । ଭାଷା ଅତୀତର ଅସ୍ତିତ୍ବ, ଭାଷା ହିଁ ଭବିଷ୍ୟତ। 'ବନ୍ଦେ ଉତ୍କଳ ଜନନୀ '- କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କାଳଜୟୀ ସଙ୍ଗୀତ ସାରା ପୃଥିବୀରେ ଓଡିଆମାନଙ୍କ ମୁହଁରେ ଗୁଞ୍ଜରିତ ହୋଇଥିଲା। ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭୁବନଶ୍ବରର
Read More...

୨୦୨୪ ବଜେଟରେ ସୁଲଭ ଗୃହ, ସବୁଜ ଅଭିବୃଦ୍ଧି ଏବଂ କ୍ୟାପେକ୍ସ ବୃଦ୍ଧିକୁ ଧ୍ୟାନ

ମଧ୍ୟବର୍ତ୍ତୀ ବଜେଟକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପୁଞ୍ଜି ବ୍ୟୟ ପାଇଁ ବିନିଯୋଗ ୧୧,୧୧,୧୧୧ କୋଟି ଐତିହାସିକ ଉଚ୍ଚକୁ ନିଆଯାଇଛି । କୃଷକଙ୍କ ଆୟ ବୃଦ୍ଧି ପାଇଁ ପ୍ରୟାସ ବୃଦ୍ଧି ପାଇବ ଏବଂ ସାର ଆମଦାନୀ ଓ ସବସିଡି ହ୍ରାସ କରିବାକୁ ସରକାର ନାନୋ DAP କୁ ଶୀଘ୍ର ଗ୍ରହଣ
Read More...

ମହିଳାଙ୍କୁ ନୂଆ ଦିଶା ଦେଖାଇଛି ମିଶନ ଶକ୍ତି

ମହିଳାମାନଙ୍କ ଉନ୍ନତିରେ ଦେଶର ଉନ୍ନତି ହୋଇଥାଏ । ସେ ପ୍ରତି ଧ୍ୟାନ ଦେଇ ସରକାର ବହୁ ପଦକ୍ଷେପ ମଧ୍ୟ ହାତକୁ ନେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ଵାରା ପରିଚିତ ମିଶନ ଶକ୍ତି, ମହିଳା ମାନଙ୍କ ସଶକ୍ତିକରଣ ଦିଗରେ କାର୍ଯ୍ୟରତ ରହିଆସିଛି । ଏହି ମିଶନ ଶକ୍ତି ପ୍ରତ୍ୟେକ ଗ୍ରାମ ବା ଗ୍ରାମପଞ୍ଚାୟତର
Read More...

୨୦୨୪ ବଜେଟରେ ମତ୍ସ୍ୟ ଚାଷ ପାଇଁ ବଡ ଘୋଷଣା

ବ୍ଲୁ ଇକୋନୋମି, ଯାହାକୁ ବ୍ଲୁ ରିଭୋଲ୍ୟୁସନ୍ ମଧ୍ୟ କୁହାଯାଏ, ଏହା ବଜେଟରେ ମଧ୍ୟ ଘୋଷଣା କରାଯାଇଛି । କେନ୍ଦ୍ର ଅର୍ଥନୀତି ଏବଂ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ବ୍ଲୁ ଇକୋନୋମି ୨.୦ ପାଇଁ ଜଳବାୟୁ ସମ୍ବନ୍ଧୀୟ କାର୍ଯ୍ୟକଳାପ ସମେତ ଅନ୍ୟାନ୍ୟ ଅନେକ ବିଷୟକୁ ଦୃଷ୍ଟିରେ ରଖି
Read More...