ଆଜି ବରଗଡ଼ ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ, ଚାଷୀଙ୍କୁ ବାଣ୍ଟିବେ କୃଷି ସମ୍ମାନନିଧି ଯୋଜନା କିସ୍ତି

ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବରଗଡ଼ ଜିଲ୍ଲା ଗସ୍ତରେ ଆସୁଛନ୍ତି। ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଓଡ଼ିଶାର ମେରୁଦଣ୍ଡ ବରଗଡ଼ ଜିଲ୍ଲାରେ ଉପସ୍ଥିତ ରହି ଏହାର ଲୋକାର୍ପଣ କରିବା ସହ ହିତାଧିକାରୀମାନଙ୍କୁ ସହାୟତା ବଣ୍ଟନ କରିବା କରିବେ।
Read More...

ସଠିକ୍ ମୌସୁମୀ ଅଗ୍ରସର ଅଭାବରୁ ଧାନ ବୁଣାରେ ବିଳମ୍ବ

ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସଠିକ୍ ଭାବେ ଅଗ୍ରସର ନହେବାରୁ ଧାନ ବୁଣାରେ ବିଳମ୍ବ ହେବାରେ ଲାଗିଛି, ଯାହାପାଇଁ ଚାଷୀମାନେ ଚିନ୍ତିତ ମଧ୍ୟ ଅଛନ୍ତି। ବର୍ତ୍ତମାନ ମୌସୁମୀ ବାୟୁ ଦୁର୍ବଳ ଅବସ୍ଥାରେ ରହିଥିବାରୁ ରାଜ୍ୟକୁ ଛୁଇଁବାରେ ଆହୁରି କିଛି ଦିନ ଲାଗିବ ବୋଲି
Read More...

ଜୈବିକ କୃଷି ମାଧ୍ୟମରେ ଚାଷ ପ୍ରଣାଳୀ

ଜୈବିକ କୃଷି ପ୍ରଣାଳୀ ମୁଖ୍ୟତଃ ଫସଲ ,ସବୁଜ ଖତ ,ଜମିରେ ବାକି ରହିଯାଇଥିବ୍ବା ପୁରୁଣା ଫସଲ ଅବଶେଷ,ଏବଂ ରୋଗପୋକ ନିୟନ୍ତ୍ରଣ ଉପରେ ନିର୍ଭର କରେ,ଯାହାକି ମାଟିର ଉତ୍ପାଦକତା କୁ ସନ୍ତୁଳିତ ରଖେ। ସମ୍ପୂର୍ଣ ପ୍ରକୃତିକ ଉପାଯରେ ଜୈବିକ ଖତ ଓ ଜୈବିକ କୀଟନାଶକ ଔଷଧ ପ୍ରୟୋଗ କରି ଚାଷ
Read More...

ଶପଥ ନେବାର ପ୍ରଥମ ଦିନରେ ଚାଷୀଙ୍କ ପାଇଁ ବଡ଼ ନିଷ୍ପତ୍ତି

ଓଡ଼ିଶାରେ ଆରମ୍ଭ ହୋଇଛି ଭାରତୀୟ ଜନତା ପାର୍ଟିର ସରକାର । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶପଥ ନେବାର ପ୍ରଥମ ଦିନରେ ଚାଷୀଙ୍କ ପାଇଁ ଘୋଷଣା କରିଛନ୍ତି ବଡ଼ ନିଷ୍ପତ୍ତି । ଶପଥ ନେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ଆଗତ ହୋଇଛି ଏହି ନିଷ୍ପତ୍ତି
Read More...

ଫସଲର ସମନ୍ୱିତ ରୋଗ ପରିଚାଳନା

ରୋଗ ପୋକ କୃଷିକାର୍ଯ୍ୟର ଏକ ଅଭିନ୍ନ ଅଙ୍ଗ I କିନ୍ତୁ ଫସଲର ପରିମାଣ ଏବଂ ମାନ ଉପରେ ହାନୀକାରକ ପ୍ରଭାବକୂ କମ କରିବା ପାଇଁ ଏହି କୀଟ ପତଙ୍ଗସବୁକୁ ଦମନ କରିବା ଆବଶ୍ୟକ। ଫସଲରେ ଦେଖାଯାଉଥିବା ରୋଗ ଅନେକ ପ୍ରକାର ସୂକ୍ଷ୍ମ ଜୀବାଣୁ କାରଣରୁ ହୋଇଥାଏ I ସୂକ୍ଷ୍ମ ଜୀବାଣୁ ମଧ୍ୟରେ ଭୂତାଣୁ,
Read More...

ଚାଷୀଙ୍କ ପାଇଁ ପ୍ରଥମ ଦସ୍ତଖତ କଲେ ମୋଦି

ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ପଦ ରୂପେ ଶପଥ ନେଇଛନ୍ତି ନରେନ୍ଦ୍‌୍ର ମୋଦି । ଶପଥ ନେବାର ପ୍ରଥମ ଦିନରେ ହିଁ ଚାଷୀ ଙ୍କ ପାଇଁ ଆସିଛି ଖୁସି ଖବର । ପ୍ରଧାନମନ୍ତ୍ରୀ କିସାନ ନିଧି ଯୋଜନାର ୧୭ତମ କିସ୍ତି ପାଇଁ ଦେଇଛନ୍ତି ନିର୍ଦ୍ଦେଶନାମା । ମୋଦି ସରକାର ସବୁବେଳେ କୃଷି ଓ କୃଷକଙ୍କ କଲ୍ୟାଣ
Read More...