ମହିଳା ସଶକ୍ତିକରଣ ଦିଗରେ ନୂଆ ଏକ ଅଧ୍ୟାୟ

ଆମ ଦେଶର ମୋଟ୍ ଜନସଂଖ୍ୟାର ପ୍ରାୟ ଅର୍ଦ୍ଧାଂଶ ହେଉଛନ୍ତି ମହିଳା। ଏଣୁ ଆମ ଦେଶର ପ୍ରଗତି ନିମନ୍ତେ ମହିଳାମାନଙ୍କୁ ସାମାଜିକ, ଅର୍ଥନୈତିକ ଓ ରାଜନୈତିକ ଭାବେ ସଶକ୍ତିକରଣ କରିବାର ଆବଶ୍ୟକତା ରହିଛି। ଦେଶର ସାମଗ୍ରିକ ବିକାଶ ପାଇଁ ମହିଳାମାନଙ୍କ ସୁରକ୍ଷା ପ୍ରତି ମଧ୍ୟ ଧ୍ୟାନ
Read More...

ଆଉ ଦେଖିବାକୁ ମିଳୁନି ଦେଶୀ ଧାନ

କଳାହାଣ୍ଡି ଜିଲ୍ଲାର ଦେଶୀ ଧାନ କେବଳ ଓଡ଼ିଶାରେ ନୁହଁ ବରଂ ଦେଶ ବିଦେଶରେ ଆଦୃତ ଥିଲା, ଯାହାକି ଆଜି ବିଲୁପ୍ତ ହେବାକୁ ବସିଲାଣି। କିଛି ବର୍ଷ ପୂର୍ବେ ପାଖାପାଖି ୧୨୦ ପ୍ରକାର ଦେଶୀ ଧାନ ଦେଖିବାକୁ ମିଳୁଥିଲା, ସେଥିମଧ୍ୟରୁ ଅନେକ ଦେଶୀ ଧାନ ବିଲୁପ୍ତ ହେବାକୁ ବସିଲାଣି।
Read More...

ଅବଦୁଲ୍ କଲାମ୍ ସମ୍ମାନରେ ସମ୍ମାନିତ ହେଲା ଓୟୁଏଟି

ଓଡ଼ିଶା କୃଷି ଏବଂ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି) ଡ. ଏପିଜେ ଅବଦୁଲ କଲାମ ପ୍ରେରଣାଦାୟକ ସମ୍ମାନରେ ସମ୍ମାନିତ ହୋଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ କୃଷି ଓ ବୈଷୟିକ ଜ୍ଞାନକୌଶଳ ପାଇଁ ଓୟୁଏଟିକୁ ଏହି ପୁରସ୍କାର ଦିଆଯାଇଛି। କୃଷି ଓ ବୈଷୟିକ
Read More...

ଉଚ୍ଚମାନର ହଳଦୀ ଚାଷ ଓ ଅମଳ ବୃଦ୍ଧି

ହଳଦୀକୁ ପ୍ରଧାନତଃ ଏପ୍ରିଲ ମାସର ଦ୍ଵିତୀୟ ସପ୍ତାହ ଠାରୁ ମେ ମାସର ପ୍ରଥମ ସପ୍ତାହ ମଧ୍ୟରେ ଲଗାଇବା ଦରକାର l ହେକ୍ଟର ପିଛା ୧୫ କୁଇଣ୍ଟାଲ ହଳଦୀ ମୁଣ୍ଡା ଓ ପୁଆ ଦରକାର ହୋଇଥାଏ। ଯାହାଦ୍ଵାରା ହେକ୍ଟର ପ୍ରତି ୨୦୦-୨୫୦ କ୍ଵିଣ୍ଟାଲ କଞ୍ଚା ହଳଦୀ ଅମଳ ହୁଏ। ହଳଦୀ ଚାଷ ପାଇଁ ନିଗିଡ଼ା,
Read More...

ଆଦିବାସୀ ପରିବାରଙ୍କ ମୁଖ୍ୟ ରୋଜଗାର ସାଜିଛି ଶାଳପତ୍ର

ଅନେକ ଜିଲ୍ଲାର ଆଦିବାସୀ ସଂପ୍ରଦାୟର ଲୋକମାନେ ଶାଳପତ୍ରକୁ ରୋଜଗାରର ମୁଖ୍ୟ ଆଧାର ଭାବେ ପରିଚିତ କରିଛନ୍ତି, ଯାହାଦ୍ଵାରା ନିଜର ପେଟ ପୋଷିବା ସହ ନିଜର ପରିବାରକୁ ଦାନା ଯୋଗାଇ ପାରୁଛନ୍ତି। ଆଦିବାସୀ ପରିବାରର ସମସ୍ତ ସଦସ୍ୟମାନେ ମିଳିମିଶି ଜଙ୍ଗଲରୁ ଶାଳପତ୍ର ସଂଗ୍ରହ
Read More...

ଜଳ ସଂରକ୍ଷଣ ପାଇଁ କ୍ୟାଚ ଦ ରେନ୍ ୨୦୨୪, ” ନାରୀ ଶକ୍ତି ସେ ଜଳ ଶକ୍ତି “

ଜୀବନଧାରଣ ପାଇଁ ଜଳ ଅପରିହାର୍ଯ୍ୟ। ଆମ୍ଭେମାନେ ଆଗରୁ ଜାଣିଛେ ଯେ ଜୀବକୋଷର ଶତକଡ଼ା। ଯେକୌଣସି ରାଷ୍ଟ୍ରର ସମୃଦ୍ଧିପାଇଁ ତାହାର ଜଳ ସମ୍ପଦର ଅବଦାନ ଉଲେଖନୀୟ। କୃଷି, ଶିଳ୍ପ ଓ ଗମନାଗମନ ପାଇଁ ଭୂପୃଷ୍ଣ ଜଳ ସମ୍ପଦର ବହୁଳ ଆବଶ୍ୟକତା ଥିବାରୁ ସମସ୍ତ ସମୃଦ୍ଧିଶାଳୀ ରାଷ୍ଟ୍ର ସେମାନଙ୍କର
Read More...