ରାଜ୍ୟରେ ଆଳୁ ସମସ୍ୟା ଦୂର କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପ

ଓଡ଼ିଶାକୁ ପଶ୍ଚିମବଙ୍ଗ ବ୍ୟତୀତ ଅନ୍ୟ ରାଜ୍ୟରୁ ମଧ୍ୟ ଆଳୁ ଆସିଥାଏ, କିନ୍ତୁ ଓଡ଼ିଶାରେ ପଶ୍ଚିମବଙ୍ଗ ଆଳୁର ଅଧିକ ଚାହିଦା ରହିଛି। ପ୍ରାୟ ଏକ ମାସ ହେବ ଓଡ଼ିଶାବାସୀ ଆଳୁ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ପଶ୍ଚିମବଙ୍ଗରେ ସାମାନ୍ୟ କଟକଣା ହେତୁ ଓଡ଼ିଶାରେ ଆଳୁର ଅଭାବ ସମସ୍ୟା
Read More...

ଶ୍ରୀ ଅନ୍ନ ଅଭିଯାନ ଓ ମିଶନ ଶକ୍ତିର ମିଳିତ ଉଦ୍ୟମରେ ଏକ ନୂତନ ସଫଳତା

ମିଲେଟ୍ ଏକ ପୁଷ୍ଟିଶସ୍ୟ ଭାବେ ପରିଚିତ, ଏହା ଓଡ଼ିଶାରେ ବେଶ ଆଦରଣୀୟ ହୋଇପାରିଛି। ପୁଷ୍ଟିଶସ୍ୟ ବା ମିଲେଟର ପ୍ରଚାର ପ୍ରସାର ଓ ଖାଦ୍ୟ ନିରାପତ୍ତାରେ ଓଡ଼ିଶା ସମଗ୍ର ଭାରତ ବର୍ଷରେ ଏକ ଅଗ୍ରଣୀ ସ୍ଥାନ ଗ୍ରହଣ କରିଛି, ଯାହାକି ଓଡ଼ିଶାବାସୀଙ୍କ ପାଇଁ ଏକ ଗର୍ବର ବିଷୟ ପାଲଟିଛି। ଓଡ଼ିଶା
Read More...

ମୂଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା

ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ରାଜ୍ୟ। କୃଷକ ମାନଙ୍କ ଉନ୍ନତି ପାଇଁ ରାଜ୍ୟ ସରକରାରଙ୍କର ପ୍ରଗତିଶୀଳ କୃଷି ନୀତି ଜରିଆରେ ନୂଆ ନୂଆ ପଦକ୍ଷେପ ସବୁ ହାତକୁ ନିଆଯାଉଅଛି। ଏହି କ୍ରମରେ କୃଷି ଭଳି ଏକ ପାରମ୍ପାରିକ କ୍ଷେତ୍ରକୁ ଶିଳ୍ପ ବା ଉଦ୍ୟୋଗରେ ପରିଣତ କରିବା ପାଇଁ
Read More...

ଏ ସପ୍ତାହର କୃଷି ପାଣିପାଗ

ପ୍ରତି ଶୁକ୍ରବାର କୃଷି ବିଜ୍ଞାନୀ ମୀରା ମହାନ୍ତି ଙ୍କ ଦ୍ଵାରା ପ୍ରକାଶିତ ହେବ - କୃଷି ପାଣିପାଗର ସ୍ଵତନ୍ତ୍ର ସ୍ତମ୍ଭ ବର୍ତ୍ତମାନ ଚାଷୀମାନେ ଖରିଫ ଧାନ ଚାଷ ପାଇଁ ତତ୍ପର ରହିଛନ୍ତି, ତେଣୁ ବର୍ଷା ଜଳର ବିନିଯୋଗ କରି ଧାନ ଚାଷର ପ୍ରାଥମିକ ପ୍ରଣାଳୀ ତଥା ଜମିକୁ ଭଲ ଭାବେ
Read More...

ମିଶନ ଶକ୍ତି ଏବଂ ଶ୍ରୀ ଅନ୍ନ ଅଭିଯାନର ମିଳିତ ସହଯୋଗରେ ମିଲେଟ୍ ଶକ୍ତି କାଫେ

ରାଜ୍ୟ ବଜେଟରେ ମିଲେଟ୍ ଜାତୀୟ ଫସଲର ଉତ୍ପାଦନ ଓ ବ୍ୟବହାରକୁ ବୃଦ୍ଧି କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ‘ଶ୍ରୀ ଅନ୍ନ’ ଅଭିଯାନ ମୁଖ୍ୟମନ୍ତ୍ରୀ ତଥା ଅର୍ଥମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ତତ୍ତ୍ଵାବଧାନରେ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଲାଗି ରାଜ୍ୟ ସରକାର
Read More...

ଚାଷୀଙ୍କ ସମସ୍ୟାକୁ ପ୍ରାଥମିକତା ଦେବି – ବିଧାୟକ ଦୁର୍ଗାଚରଣ ତନ୍ତୀ

ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନରେ କୃଷି ଓ କୃଷକର ବିକାଶ ଦିଗରେ ଅନେକ ଆଶା ଓ ଆକାଂକ୍ଷା ରହିଛି । କୃଷକର ବିକାଶ ଦିଗରେ ରାଜ୍ୟ ସରକାର ଅନେକ ଯୋଜନା କରୁଛନ୍ତି । ଏସବୁର ସମନ୍ୱୟ ରହିଲେ ହିଁ ବିକାଶ ହେବ , ଏଥିରେ ସନ୍ଦେହ ନାହିଁ । ତେବେ ପ୍ରଥମ କରି ବିଧାୟକ ହୋଇଥିବା ରଘୁନାଥପାଲିର
Read More...